ଭଉଣୀ ବିବାହରେ ଖୁବ୍ ମସ୍ତି କରିଛନ୍ତି ସୋନମ୍ କପୁର, ସାମ୍ନାକୁ ଆସିଲା ବାହାଘର ଫଟୋ

ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ଭଉଣୀ ରିୟା କପୁର ଶନିବାର ଦିନ ନିଜ ବୟଫ୍ରେଣ୍ଡଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କରଣ ବୁଲାନୀଙ୍କ ହାତ ଧରିଛନ୍ତି ରିୟା। ଅନୀଲ କପୁରଙ୍କ ଜୁହୁସ୍ଥିତ ବଙ୍ଗଳାରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ରିୟାଙ୍କ ସାଙ୍ଗ କରିସ୍ମା କରମଚନ୍ଦାନୀ ବିବାହ ବେଳର କେତେକ ଫଟୋ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

sonam
Image Credit: Instagram

କରିସ୍ମା ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ସୋନମ କପୁର ଓ ଅନୁଷ୍କା ଶର୍ମାଙ୍କ ସହ ସେଲ୍ଫି ଫଟୋ ସେୟାର କରିଛନ୍ତି। ଏଥିସହ ସେ କୁନାଲ ରାୱଲଙ୍କ ସହ ବୁମରଙ୍ଗ ଭିଡିଓ ବି ସେୟାର କରିଛନ୍ତି।

ଦେଖନ୍ତୁ ବିବାହ ବେଳର କେତେକ ଫଟୋ:

sonam
Image Credit: Instagram
sonam
Image Credit: Instagram