ପୁଅକୁ ସ୍କୁଲରୁ ଘରକୁ ଆଣୁଥିଲେ ରିତେଶ ଦେଶମୁଖ୍, ହଠାତ୍ ସାମ୍ନାକୁ ଚାଲିଆସିଲା ବିଲେଇ ତାପରେ କଣ ହେଲା ଦେଖନ୍ତୁ ଭିଡିଓ
ବଲିଉଡ୍ ଆକ୍ଟର ରିତେଶ ଦେଶମୁଖ ବହୁତ ଭଲ ସ୍ୱାମୀ ହେବା ସହିତ ଏବେ ବହୁତ ଭଲ ବାପା ହେବାର ଦାୟିତ୍ୱ ତୁଲାଉଛନ୍ତି। ଭାଇରାଲ ହେଉଥିବା ଏକ ଭିଡିଓରେ ସ୍ପଷ୍ଟ ଜଣାପଡୁଛି। ଭିଡିଓରେ ଆପଣ ଦେଖିପାରିବେ ଯେ ରିତେଶ ଦେଶମୁଖ୍ ନିଜ ପୁଅ ରିୟାନକୁ ସ୍କୁଲରୁ ଘରକୁ ଆଣୁଥିଲେ। ଏହି ସମୟରେ ତାଙ୍କ ସାମ୍ନାକୁ କିଛି ବିଲେଇ ଆସିଗଲେ। ଏହାପରେ ପୁଅ ରିୟାନ ବିଲେଇଙ୍କ ସହିତ ଖେଳିବାକୁ ଲାଗିଲେ। ରିତେଶ ଏବଂ ତାଙ୍କ ପୁଅର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାରାଲ ହେଉଛି।
ରିତେଶ ଦେଶମୁଖ୍ ନିଜ ପୁଅକୁ ପ୍ଲେ ସ୍କୁଲରୁ ଆଣି ରାସ୍ତାରେ ଚାଲି ଚାଲି ଆସୁଥିଲେ। ଏହି ସମୟରେ ତାଙ୍କ କାର ଠାରୁ ମାତ୍ର କିଛି ଦୂରରେ କିଛି ବିଲେଇ ଆସିଗଲେ। ବିଲେଇକୁ ଦେଖି ରିୟାନ ଖେଳିବାକୁ ଲାଗିଲେ।
View this post on Instagram
#riteshdeshmukh with son snapped at play school today #viralbhayani @viralbhayani
ଏହି ସମୟରେ ରିତେଶ ପୁଅକୁ ଆସିଯିବାକୁ କହିଲେ କିନ୍ତୁ ରିୟାନ ବିଲେଇ ସହିତ ଖେ ଳିବାକୁ ଜିଦ୍ ଧରିଲେ। ରିୟାନ ବିଲେଇ ପାଖକୁ ଚାଲିଗଲେ ଏହି ସମୟରେ ରିତେଶ ପଛରେ ସ୍କୁଲ ବ୍ୟାଗ୍ ଧରି ତାଙ୍କୁ ଧରିବାକୁ ଚେଷ୍ଟା କଲେ। ରିୟାନକୁ କୋଳରେ ଉଠାଇ ରିତେଶ ତାଙ୍କୁ ନେଇ କାର ଭିତରେ ବସାଇଦେଲେ। ଦୁହିଁଙ୍କର ଏହି ଭିଡିଓକୁ ସାସିଆଲ ମିଡିଆରେ ଖୁବ୍ ପସନ୍ଦ କରାଯାଉଛି।