‘ଷାଣ୍ଢ କି ଆଖଁ’ ଫିଲ୍ମର ଟ୍ରେଲର ରିଲିଜ୍‌ ପରେ ଏବେ ଚର୍ଚ୍ଚାରେ ମିମ୍ସ

ଭୂମି ପେଡ଼ନେକର ଏବଂ ତାପସୀ ପନ୍ନୁଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘‘ଷାଣ୍ଢ କି ଆଖଁ’’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଫିଲ୍ମର ପ୍ରଥମ ଝଲକ୍‌ ଦେଖି ପବ୍ଲିକ୍‌ ଫ୍ୟାନ୍‌ ହୋଇସାରିଥିବା ବେଳେ କେତେବେଳେ ଫିଲ୍ମ ପ୍ରେକ୍ଷାଳୟକୁ ଆସିବ ସେ ନେଇ ଅପେକ୍ଷା କରି ବସିଛନ୍ତି।

ଦେଖନ୍ତୁ ଟ୍ରେଲର:

ଫିଲ୍ମର କାହାଣୀ ଦୁଇ ଜଣ ବୟସ୍କ ମହିଳା(ସୁଟର ଚନ୍ଦ୍ରା ଓ ପ୍ରକାଶୀ ତୋମର)ଙ୍କ ଉପରେ ଆଧାରିତ। ଫିଲ୍ମରେ ଦୁହେଁ ସମାଜ ସହ ଲଢ଼ି ବନ୍ଧୁକଚାଳନାରେ ଶୀର୍ଷରେ ପହଞ୍ଚିଛନ୍ତି। ତେବେ ଟ୍ରେଲର ପରେ ଫିଲ୍ମରେ ଅଭିନୟ କରୁଥିବା ତାପସୀ ଓ ଭୂମିଙ୍କୁ ଦର୍ଶକେ ପସନ୍ଦ କରିଥିବା ବେଳେ ଆଉ କିଛି ଉଭୟଙ୍କ ଫିଲ୍ମର ଡାଇଲଗ୍‌କୁ ନେଇ ମିମ୍ସ ତିଆରି କରିଛନ୍ତି।

ଦେଖନ୍ତୁ ମଜାଳିଆ ମିମ୍ସ

ଦେଶର କାନୁନ୍‌ ବ୍ୟବସ୍ଥାକୁ ନେଇ:


 ପରୀକ୍ଷା ଓ ଫଳ:

ଅକ୍ଷୟ କୁମାରଙ୍କ ରାଣ:

ଯେତେବେଳେ ରାଜୁ ପଚାରିଲେ…

ଏବେ କିଏ ବିବାହ କରିବ?

କ୍ଲାସ୍‌ ବନ୍ଦ କରୁଥିବା ପିଲା

ଏହାସହ ପଢ଼ନ୍ତୁ: ନେହାଙ୍କ ସହ ଡ୍ୟାନ୍ସ କରୁଛନ୍ତି ଇଣ୍ଡିଆନ୍‌ ଆଇଡଲ ୧୦ର ଏହି ଫାଇନାଲିଷ୍ଟ, ଭାଇରାଲ ହେଉଛି ଭିଡିଓ

ତାଳି…