ମନୋରଂଜନ

ବଲିଉଡର ଏହି ସୁପରଷ୍ଟାରଙ୍କ ସହିତ ରୋମାନ୍ସ କରିବାକୁ ଚାହାଁନ୍ତି ସାମନ୍ଥା, ନାଁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସାଉଥ୍‌ ଆକ୍ଟ୍ରେସ୍‌ ସାମନ୍ଥା ଅକ୍କିନେନୀ ଏବେ ମନୋଜ ବାଜପେୟୀ ଅଭିନୀତ ୱେବ ଶୋ ‘ଦ ଫ୍ୟାମିଲୀ ମ୍ୟାନ୍‌ ୨’କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ୱେବ ସିରିଜ୍‌ ୪ ଜୁନରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍‌ ହେବ। ଏହାକୁ ନେଇ ଫ୍ୟାନ୍ସ ବହୁତ ଉତ୍ସାହିତ ହୋଇ ଅଛନ୍ତି। କାହିଁକିନା ସାମନ୍ଥା ପ୍ରଥମ ଥର ପାଇଁ ହିନ୍ଦୀ ସିରିଜରେ ନଜର ଆସିବାକୁ ଯାଉଛନ୍ତି। ‘ଦ ଫ୍ୟାମିଲୀ ମ୍ୟାନ୍‌ ୨’ରେ ସାମନ୍ଥା ଜଣେ ଆତଙ୍କବାଦୀ ଭୂମିକାରେ ନଜର ଆସିବେ।

ନିକଟରେ ସାମନ୍ଥା ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି ଯେ ସେ ବଲିଉଡର ଫିଲ୍ମରେ ଅନେକ ଅଫର ମିଳିଛି କିନ୍ତୁ ଭାଷା ସମ୍ବନ୍ଧୀୟ ସମସ୍ୟା ପାଇଁ ଫିଲ୍ମକୁ କରିପାରିନାହାଁନ୍ତି। ସୂଚନା ମୁତାବକ ଏକ ସାକ୍ଷାତକାରରେ ସାମନ୍ଥାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଯଦି ତାଙ୍କୁ କୌଣସି ବଲିଉଡ୍‌ ଫିଲ୍ମ ମିଳିଲା ତାହେଲେ ସେ ସ୍କ୍ରୀନରେ କାହା ସହିତ ରୋମାନ୍ସସ କରିବାକୁ ପସନ୍ଦ କରିବେ। ତେବେ ଉତ୍ତରରେ ସାମନ୍ଥା ରଣବୀର କପୁରଙ୍କ ନାମ ନେଲେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସାମନ୍ଥା ଅକ୍କିନେନୀ ସାଉଥ୍‌ ସୁପର ଷ୍ଟାର ନାଗାର୍ଜୁନଙ୍କ ବୋହୂ। ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟଙ୍କୁ ସେ ବିବାହ କରିଛନ୍ତି। ତେବେ ଏବେ କେବଳଳ ଦେଖିବାକୁ ଅପେକ୍ଷା ପ୍ରଥମ ହିନ୍ଦୀ ସିରିଜରେ ସାମନ୍ଥାଙ୍କ ଅଭିନୟ କେତେ ଦମଦାର ହେଉଛି।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago