ମନୋରଂଜନ

ସେମାନେ ମୋ ବାପାଙ୍କୁ ହତ୍ୟା କରିଛନ୍ତି, ଏମିତି କିଛି କ୍ୟାପସନ୍ ଦେଇ ଭିଡିଓ ସେୟାର କଲେ ଅଭିନେତ୍ରୀ ସମ୍ଭାବନା ସେଠ୍

ନୂଆଦିଲ୍ଲୀ: ଅଭିନେତ୍ରୀ ସମ୍ଭାବନା ସେଠଙ୍କ ଜୀବନରେ ଦୁଃଖର ବାଦଲ ଖେଳିଯାଇଛି । କାରଣ ମେ ୮ ରେ ହୃଦଘାତରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା। ଯାହାଙ୍କୁ ସେ ନିଜଠୁ ବି ଅଧିକ ପାଆନ୍ତି । ଯାହା ସୂଚନା ମିଳିଛି ଏହାପୂର୍ବରୁ ସେ କରୋନା ସଂକ୍ରମିତ ହୋଇଥିଲେ। ସମ୍ଭାବନା ସେହି ସମୟରେ ଡାକ୍ତରଖାନାରେ ବେଡ୍ ପାଇଁ ଏକ ପୋଷ୍ଟ ସେୟାର କରିଥିଲେ।

ଶନିବାର ଦିନ ସେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଡାକ୍ତରଖାନା ଏବଂ ସେଠାରେ ଥିବା କର୍ମଚାରୀଙ୍କ ଉପରେ ରାଗୁଥିବାର ଦେଖାଯାଇଛି । ସମ୍ଭାବନା ଏହି ଭିଡିଓ ସେୟାର କରି ଲେଖିଛନ୍ତି ଯେ, ସେ ଡାକ୍ତରଖାନା ଉପରେ  ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି।

ଏହା ସହିତ କ୍ୟାପସନରେ ଲେଖିଛନ୍ତି- ତାଙ୍କ ବାପାଙ୍କୁ ହତ୍ୟା କରାଯାଇଛି। ଦୁନିଆ କେବଳ କଳା  କି ଧଳା ନୁହେଁ । ସେହିପରି ପ୍ରତ୍ୟେକ ଡାକ୍ତର ଭଗବାନଙ୍କ ପରି ନୁହଁନ୍ତି। ସେମାନଙ୍କ ମଧ୍ୟରୁ ଧଳା କୋର୍ଟ ପିନ୍ଧିଥିବା କିଛି ମନ୍ଦ ଲୋକ ଅଛନ୍ତି, ଯେଉଁମାନେ ଆମ ପ୍ରିୟଜନଙ୍କୁ ହତ୍ୟା କରୁଥିବା ସେ ଲେଖିଛନ୍ତି | ଏହି ଭିଡିଓ ରେକର୍ଡିଂର ଦୁଇ ଘଣ୍ଟା ପରେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ସେ ମେଡିକାଲରେ ହତ୍ୟା କରାଯାଇଥିବା କହୁଛନ୍ତି। ବାପାଙ୍କୁ ହରାଇବା ତାଙ୍କ ଜୀବନର ସବୁଠାରୁ ବଡ ଭୟ ଥିଲା ଯାହା ସେ ସାମ୍ନା କରିଥିଲେ ବୋଲି କହିଛନ୍ତି।

 

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago