Categories: ମନୋରଂଜନ

କନ୍ୟା ସନ୍ତାନର ମା’ ହେଲେ ସମୀରା ରେଡ୍ଡୀ, ସେୟାର କଲେ ଏହି ଫଟୋ ସହିତ ନିଜର ଅନୁଭୂତି

ସମୀରା ରେଡ୍ଡୀ ଗତ ୧୨ ଜୁଲାଇରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ସମୀରା ଦ୍ୱିତୀୟ ଥର ପାଇଁ ମା ହେବାର ସ୍ୱଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କର ପ୍ରଥମରୁ ଏକ ୪ବର୍ଷର ପୁଅ ଅଛି । ନିକଟରେ ସମୀରା ନିଜର ଝିଅର ପ୍ରଥମ ଫଟୋ ସେୟାର କରିଥିଲେ । ଏହି ଫଟୋରେ ପୁଅ ହଂସ ନିଜର ଭଉଣୀକୁ ଭଲପାଉଥିବାର ନଜର ଆସୁଛନ୍ତି। ସମୀରା ଫଟୋ ସହିତ ଏକ ଭଲ କ୍ୟାପସନ୍‌ ମଧ୍ୟ ଲେଖିଥିଲେ।

ସମୀରା ଲେଖିଛନ୍ତି କି, ପ୍ରଥମ ନଜରର ଭଲପାଇବା । ଭଉଣୀ ଆସିବାପରେ ହଂସ ବହୁତ ଖୁସି । ଏହା ଦେଖିବାକୁ ବହୁତ ଭଲ ଲାଗୁଛି । ସଣ୍ଡେ ମଣ୍ଣିଂ । ସମୀରା ସେୟାର କରିଥିବା ଫଟୋକୁ ଗୋଟେ ଦିନରେ ୪୨ ହଜାର ଲାଇକ୍ସ୍‍ ମିଳିସାରିଲାଣି । କହିରଖୁଛୁ ଯେ, ସମୀରା ମୁମ୍ବାଇର ବିମ୍ସ ମଲ୍ଟି ସ୍ପୋଶାଲିଷ୍ଟ ହସ୍ପିଟାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏହି ଫଟୋ ସେୟାର କରିବା ପୂର୍ବରୁ ମଧ୍ୟ ସମୀରା ଏକ ପୋଷ୍ଟ କରିଥିଲେ।

ଏହାସହ ପଢନ୍ତୁ: ମୁମ୍ବାଇ ପୋଲିସ୍ ବିରୋଧରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଅଭିଯୋଗ କଲେ ଅଭିନେତ୍ରୀ ପାୟଲ୍ ରୋହତଗୀ, ଜାଣନ୍ତୁ…

ସମୀରା ଲେଖିଥିଲେ ମୁଁ ପ୍ରତିଶ୍ରୁତି ଦେଇଥିଲି ମି ମୁଁ ନିଜର ପୋଷ୍ଟ ପ୍ରେଗନାନ୍ସି ଜର୍ନି ବିଷୟରେ କହିବି । କୌଣସି ବି ଶରୀର ପାଇଁ ଏହା କଷ୍ଟକର ହୋଇଥାଏ । କାରଣ ଆମ ଶରାରରେ ଷ୍ଟିଜ୍‌ ପଡିଥାଏ । କେହିବି ଆମକୁ ଛୁଆକୁ କ୍ଷୀର ଦେବା ପାଇଁ ଆଗରୁ ପ୍ରସ୍ତୁତ କରିନଥାଏ । ସେହିସମୟରେ ଶରୀର ବହୁତ ଥକି ଯାଇଥାଏ ।

ଆପଣଙ୍କ ପେଟର ଦରଜ ଯିବା ପାଇଁ କିଛି ସମୟ ଲାଗିବ ଏବଂ ଏହା ମୋର ଡେଲିଭରୀର ୫ମ ଦିନ ଅଟେ। ମୁଁ ମୋ ଝିଅକୁ ପାଇ ବହୁତ ଖୁସି ଅଛି । କିନ୍ତୁ ମୋ ଶରୀରରେ କିଛି ପରିବର୍ତ୍ତନକୁ ମୁଁ ଠିକ୍‌ ଭାବେ ଗ୍ରହଣ କରିପାରୁନାହିଁ । ଏସବୁ ସମୟ ଅନୁସାରେ ଠିକ ହୋଇଯିବ । ସୂଚନା ଥାଉକି, ସମୀରା ୨୦୧୪ ସମିହାରେ ବିଜନେସମ୍ୟାନ୍‌ ଅକ୍ଷୟ ବର୍ଦେଙ୍କ ସହିତ ବିବାହ କରିଥିଲେ ।

Sonalisa

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

20 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

31 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

44 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

47 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago