Categories: ମନୋରଂଜନ

ଏହି ଛୋଟ ପିଲାର ଅଭିନୟ ଆଗରେ ବଡବଡ କଳାକାର ବି ମାରିବେ ଫେଲ୍‌, ଟିକଟକରେ ଜବରଦସ୍ତ ଆକ୍ଟିଂ

ଦୁନିଆ ଏବେ ଟିକଟକ୍‌ ଏବଂ ଭିଗୋ ଭିଡିଓରେ ଛୁଆ ଠାରୁ ନେଇ ବଡ ପର୍ଯ୍ୟନ୍ତ ସମସ୍ତେ ଦିଓ୍ଵାନା। ଏବେ ବଡ ଠାରୁ ଛୋଟ ପିଲାମାନେ ଅଧିକ ଭିଡିଓ ବନାଇ ଚର୍ଚ୍ଚାରେ ରହୁଛନ୍ତି। ବର୍ତ୍ତମାନ ତିନି ବର୍ଷର ଏକ ଛୋଟ ଝିଅ ଟିକଟକ୍‌ ଏବଂ ଭିଗୋ ଭଳି ଆପରେ ନିଜର ଜବରଦସ୍ତ ଭିଡିଓ ଜରୀଆରେ ଧୂମ ମଚାଉଛନ୍ତି। ୟୁଟ୍ୟୁବରେ ଏହି ଦିନରେ ସାନିଆ ଅହମ୍ମଦଙ୍କ ଭିଡିଓ ବହୁତ ଭାଇରାଲ ହେଉଛି। କୁହାଯାଉଛି ଯେ ତିନି ବର୍ଷର ସାନିଆ ଅହମ୍ମଦ ଭିଗୋ ଏବଂ ଟିକଟକର ନୂଆ ଷ୍ଟାର ହୋଇଯାଇଛନ୍ତି।

ଏହି କ୍ୟୁଟ୍‌ ଝିଅର ବୟସ ହେଉଛି ପ୍ରାୟ ତିନି ବର୍ଷ ଏବଂ ଏହି ଝିଅର ଅଭିନୟକୁ ଦେଖିଲେ ବଡ ବଡ ଷ୍ଟାର ମାନେ ମଧ୍ୟ ଫିକା ପଡିଯିବେ। ସାନିଆଙ୍କର ଫ୍ୟାନ୍ସ କହୁଛନ୍ତି ଇଏ ବଡ ହେଲେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଭଲ ଭଲ କଳାକାରଙ୍କୁ ପାଣି ପିଆଇଦେବେ। ଅନେକ ବଡବଡ କଳାକାର ମାନେ ମଧ୍ୟ ସାନିଆଙ୍କର ବହୁତ ପ୍ରଶଂସା କରୁଛନ୍ତି।

ହିନ୍ଦୀ ଗୀତରେ ସାନିଆ ଜବରଦସ୍ତ ଅଭିନୟ କରୁଛନ୍ତି। ଫ୍ୟାନ୍ସ ଏହିଛୋଟ ପିଲାର କ୍ୟୁଟ ଭିଡିଓକୁ ବଡ ଉତ୍କଣ୍ଠାର ଚାହିଁରହୁଛନ୍ତି। ଏହି ଛୋଟ ପିଲାର ଅଜବ ପ୍ରତିଭା ତାଙ୍କର ଭିଡିଓକୁ ଦେଖି ଜଣାପଡୁଛି।

 

Pritiparna

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

7 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

22 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

32 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

43 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago