ସିକ୍ରେଟ୍‌ରେ ଏହି ସିଂଗରଙ୍କ ସହ ନିର୍ବନ୍ଧ କଲେ ସପନା ଚୌଧୁରୀ, ଏବେ ଚାଲିଛି ବିବାହର ପ୍ରସ୍ତୁତି

ହରିୟାଣୀ ସୁପରଷ୍ଟାର ସପନା ଚୌଧୁରୀ ନିଜ ଡ୍ୟାନ୍ସକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସୂଚନା ମୁତାବକ ସପନା ଚୌଧୁରୀ ହରିୟାଣୀ ସିଂଗର ଭୀର ସାହୁ(ବବ୍ଦୁ ମାନ)ଙ୍କ ସହ ଲୁଚାରେ ନିର୍ବନ୍ଧ ମଧ୍ୟ କରିସାରିଛନ୍ତି। ଏହିକଥାକୁ ବର୍ତ୍ତମାନ ସପନା ସିକ୍ରେଟ୍‌ ରଖିଛନ୍ତି। ସୂଚନା ଅନୁଯାୟୀ ସେ ବହୁତ ଜଲଦି ହରିୟାଣୀ ସିଂଗରଙ୍କ ସହ ବିବାହ କରିବାକୁ ଯାଉଛନ୍ତି।

sapnaରିପୋର୍ଟ ଅନୁଯାୟୀ ୨୦୧୫-୧୬ର ଏକ ଆଓ୍ଵାର୍ଡ ଶୋ’ରେ ଉଭୟଙ୍କର ସାକ୍ଷାତ ହୋଇଥିଲା। ସପନାଙ୍କ କହିବା ଅନୁଯାୟୀ ପ୍ରଥମ ସେଦଖାରେ ସେ ସାହୁଙ୍କୁ ଏକ ଖଡୁସ୍‌ ବ୍ୟକ୍ତି ଭଳି ନଜର ଆସିଥିଲେ। ତାଙ୍କ ସହ ସାକ୍ଷାତ ହେବା ପରେ ସପନାଙ୍କୁ ଲାଗିଥିଲା କିୌସ କଥା ହେବା ପାଇଁ ରାଜି ନହୋଇପାରନ୍ତି। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନା ହୋଇଥିଲା।

babbu manସୂଚନା ଅନୁଯାୟୀ ଭୀର୍‌ ସାହୁ ହରିୟାଣା ସିନେମାର ବବ୍ଦୁ ମାନ କୁହାଯାଉଛି। ସେ ଜଣେ ଲୋକପ୍ରିୟ ସିଂଗର ହେବା ସହ ଅନେକ ସୁପରହିଟ୍‌ ଗୀତ ମଧ୍ୟ ଗାଇ ସାରିଛନ୍ତି। କିଛି ଦିନ ତଳେ ବବ୍ଦୁ ମାନଙ୍କ ହଲିଉଡ୍‌ ସଂଗ୍‌ ରିଲିଜ୍‌ ହୋଇଛି, ଯାହକୁ ଦର୍ଶକ ଖବୁ ପସନ୍ଦ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.