ସାରା ସେୟାର କଲେ ଗୋଆ ଟ୍ରିପର ଫଟୋ, ଝକାସ୍ ଅନ୍ଦାଜରେ ନଜର ଆସିଲେ ଆକ୍ଟ୍ରେସ୍ ଦେଖନ୍ତୁ ଫଟୋ
![sara](https://knewsodisha.com/wp-content/uploads/2020/02/sara-1.jpg)
ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ନିକଟରେ ନିଜର ଗୋଆ ଟ୍ରିପର କିଛି ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହି ସମୟରେ ତାଙ୍କ ସହିତ ତାଙ୍କ ଭାଇ ମଧ୍ୟ ନଜର ଆସିଛନ୍ତି। ସାରାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ତାଙ୍କର ଏହି ଫଟୋକୁ ଦେଖି ବଲିଉଡ୍ ସେଲିବ୍ରିଟୀ ମାନେ ମଧ୍ୟ ରିଆକସନ୍ ଦେଉଛନ୍ତି। ଜରୀନ ଖାନ ମଧ୍ୟ ତାଙ୍କ ଫଟୋକୁ ଦେଖି କମେଣ୍ଟ କରିଛନ୍ତି। ଭାଇରାଲ ହେଉଥିବା ଏହି ଫଟୋରେ ସେ ଏକ ବାଇକରେ ବସିଥିବାର ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ସହିତ ଭାଇ ଇବ୍ରାହିମ୍ ମଧ୍ୟ ନଜର ଆସୁଛନ୍ତି।
ସାରାଙ୍କର ଏହି ଫଟୋକୁ ୧୮ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏହି ଫଟୋରେ ସାରା ଅଲ୍ଲି ଖାନଙ୍କ ଲୁକକୁ ଲୋକେ ବହୁତ ପସନ୍ଦ କରିଛନ୍ତି।