୪୦ ବର୍ଷ ବୟସରେ ଆବ୍ସ ଦେଖାଇଲେ ଶ୍ବେତା, ଫ୍ଯାନ ଦେଖି ଦେଲେ ଏମିତି କମେଣ୍ଟ

ଶ୍ବେତା ତିୱାରୀ ପୁଣି ଚର୍ଚ୍ଚାରେ। ଏବେ ନିଜର ବୋଲ୍ଡ ଅନ୍ଦାଜ ସମସ୍ତଙ୍କୁ ଆକର୍ଷିତ କରିଛି। ନିକଟରେ ସୋସିଆଲ ମିଡିଆରେ ଶ୍ବେତା ଏମିତି ଫଟୋ ପୋଷ୍ଟ କରିଛନ୍ତି। ଯାହାକୁ ଦେଖି କେହି ବି ବିଶ୍ବାସ କରିପାରିନାହାନ୍ତି। ୪୦ ବର୍ଷୀୟ ଏହି ଅଭିନେତ୍ରୀ ଫିଟନେସ ମାମଲାରେ ସମସ୍ତଙ୍କୁ ପଛରେ ପକାଇଦେଇଛନ୍ତି।

ଟିଭି ଇଣ୍ଡଷ୍ଟ୍ରୀରେ ଭୋଲିଭାଲି ବୋହୂ ରୂପେ ଦେଖିବାକୁ ମିଳିଥିବା ଶ୍ବେତା ନିଜର ହଟ୍ ଅନ୍ଦାଜ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ଯ ହୋଇଯାଇଛି। ଶ୍ବେତା ଯେଉଁ ଗ୍ଲାମରର୍ସ ଫଟୋ ପୋଷ୍ଟ କରିଛନ୍ତି, ସେଥିରେ ୪୦ ବର୍ଷୀୟ ଶ୍ବେତାଙ୍କ ଆବ୍ସ ଦେଖିବାକୁ ମିଳିଛି। ଯାହାକୁ ଦେଖି ଫ୍ଯାନ ପ୍ରଶଂସା କରିବାରେ ଲାଗିପଡିଛନ୍ତି। ନିଜର ପରଫେକ୍ଟ ଫିଚର ଫ୍ଲଣ୍ଟ କରିଛନ୍ତି ଶ୍ବେତା।

 

View this post on Instagram

 

A post shared by Shweta Tiwari (@shweta.tiwari)

ଶ୍ବେତା ଏହି ଫଟୋରେ ମଲ୍ଟିକଲର ବ୍ଲେଜର ଏବଂ ପ୍ଯାଣ୍ଟ ପିନ୍ଧିଛନ୍ତି। ଏହି ଫଟୋରେ ଶ୍ବେତାଙ୍କ ଆବ୍ସ ଦେଖିବାକୁ ମିଳିଛି। ଶ୍ବେତାଙ୍କ ଫିଟନେସ ଦେଖି ଲାଗୁନାହିଁ କି, ସେ ଦୁଇଟି ପିଲାର ମା’ ବୋଲି ଫ୍ଯାନ ନିଜ ଆଖିକୁ ବିଶ୍ବାସ କରିପାରୁନାହାନ୍ତି। କେବଳ ଏମିତି ନୁହେଁ ଶ୍ବେତାଙ୍କ ଝିଅ ପଲକ ବଲିଉଡରେ ଡେବ୍ଯୁ କରିବାକୁ ପ୍ରସ୍ତୁତ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.