ପଞ୍ଚଭୂତରେ ବିଲୀନ ହେଲେ ସିଦ୍ଧାର୍ଥ ଶୁକ୍ଳା, ପରିବାର ଓ ସର୍ମ୍ପକୀୟ ଦେଲେ ଅନ୍ତିମ ବିଦାୟ

ଦିବଂଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ପାର୍ଥୀବ ଶରୀର। ଭୀଷଣ ବର୍ଷା ମଧ୍ୟରେ ଅନ୍ତିମ ସଂସ୍କାର ଶେଷ ହୋଇଛି। ଓଶିବାରା ଶ୍ମଶାନ ଘାଟରେ ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଶ୍ମଶାନ ଘାଟରେ ସିଦ୍ଧାର୍ଥଙ୍କ ମାଆଙ୍କର ଅବସ୍ଥା ଦେଖି ସମସ୍ତଙ୍କ ଆଖିରେ ଲୁହ ଆସିଯାଉଥିଲା। ମାତ୍ର ୪୦ ବର୍ଷ ବର୍ଷର ପୁଅକୁ ମାଆ ରିତା ଶୁକ୍ଳା ଅଲବିଦା କହିଦେଲେ।

ବ୍ରହ୍ମକୁମାରୀ ରୀତିନୀତି ଅନୁଯାୟୀ, ଅନ୍ତିମ ସଂସ୍କାର କରାଯାଇଛି। ବ୍ରହ୍ମକୁମାରୀ ସମାଜର ଦୁଇ ସଦସ୍ୟ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ। ଅନ୍ତିମ ସଂସ୍କାର ପୂର୍ବରୁ ବ୍ରହ୍ମକୁମାରୀ ବିଧି ଅନୁସାରେ ପୂଜା ପାଠ କରାଯାଇଛି। କେବଳ ନିକଟ ସମ୍ପର୍କୀୟ ଓ ଘନିଷ୍ଠ ବନ୍ଧୁ ହିଁ ଶ୍ମଶାନରେ ଉପସ୍ଥିତ ଥିଲେ। ପ୍ରବଳ ବର୍ଷା ଓ କରୋନା କଟକଣା ମଧ୍ୟରେ ପ୍ରଶଂସକ ତାଙ୍କ ଅନ୍ତିମ ଦର୍ଶନ ପାଇଁ ପହଞ୍ଚିଛନ୍ତି।

sidaସିଦ୍ଧାର୍ଥ ଶୁକ୍ଲାଙ୍କ ଅନ୍ତିମ ସଂସ୍କାରରେ ସୀମିତ ସଂଖ୍ୟାରେ ହିଁ ଲୋକେ ସାମିଲ ହୋଇଥିଲେ। ସେଲିବ୍ରିଟିଙ୍କୁ ଅନ୍ତିମ ଦର୍ଶନ ପରେ ବାହାରୁ ହିଁ ବିଦା କରିଦିଆଯାଇଥିଲା। ଶେହନାଜ ଗିଲଙ୍କ ସହ ସିଦ୍ଧାର୍ଥଙ୍କ ସହ ମାଆ ରୀତା ଶୁକ୍ଲା ଏବଂ ଭଉଣୀ ଶ୍ମଶାନ ଘାଟରେ ଉପସ୍ଥିତ ଥିଲେ।

 

View this post on Instagram

 

A post shared by Whatsinthenews (@_whatsinthenews)

ନିଜ ପ୍ରିୟ କଳାକାରଙ୍କୁ ଅନ୍ତିମ ବିଦାୟ ଜଣାଇବା ପାଇଁ ପ୍ରଶଂସକଙ୍କ ଭିଡ ଜମିଥିଲା। କିନ୍ତୁ ଭିଡ ନ କରିବାକୁ ପୋଲିସ ଲୋକଙ୍କୁ ଅନୁରୋଧ କରି ଲୋକଙ୍କୁ ଶ୍ମଶାନ ଘାଟ ବାହାରେ ଅଟକାଇଥିଲାପୋଲିସ।

 

View this post on Instagram

 

A post shared by Whatsinthenews (@_whatsinthenews)

 

View this post on Instagram

 

A post shared by Whatsinthenews (@_whatsinthenews)

 

View this post on Instagram

 

A post shared by Whatsinthenews (@_whatsinthenews)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.