ମନୋରଂଜନ

ନ୍ୟାସନାଲ କ୍ରସ୍‌ ଙ୍କ ବଲିଉଡ ଏଣ୍ଟ୍ରି,ସିଦ୍ଧାର୍ଥଙ୍କ ସହିତ କାମ କରିବା ଭଲ ଏକ୍ସପେରିଏନ୍ସ ଥିଲା: ମିସନ୍‌ ମଜନୁ ଦେଶର ସଂପର୍କ ଉପରେ ଆଧାରିତ ଏକ ଫିଲ୍ମ

ତାମିଲ ଓ ତେଲୁଗୁ ଫିଲ୍ମରେ ନିଜ ଅଭିନୟ କଳା ଦେଖାଇ ଦର୍ଶକଙ୍କ ମନ କିଣିନେଇଛନ୍ତି ସାଉଥ୍‌ ସୁନ୍ଦରୀ ରସ୍ମିକା ମନ୍ଦାନା । ଏମିତିକି ତାଙ୍କର ପ୍ରଥମ ଫିଲ୍ମ ପରେ ସେ ରାତା ରାତି ହୋଇଯାଥିଲେ ନାସ୍ନାଲ କ୍ରସ । ନିଜର ଚୁଲବୁଲି ଅନ୍ଦାଜ ପାଇଁ ଓ ଭଲ ଅଭିନୟ ପାଇଁ ସେ ସାରା ଭାରତରେ ଫେମସ । ଏବେ ଏହି ଦକ୍ଷୀଣ ଭାରତୀୟ ସୁନ୍ଦରୀ ଏଣ୍ଟ୍ରି ମାରିଛନ୍ତି ବଲିଉଡ ଦୁନିଆକୁ । ସେରଶାହା ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ବଲିଉଡ ଫିଲ୍ମ ମିସନ ମଜନୁରେ ଅଭିନୟ କରିଛନ୍ତି ରଶ୍ମିକା, ଯାହାକି ତାଙ୍କର ବଲିଉଡ ଡେବ୍ୟୁଟ ।

Picture Credit – India Forum

ଏହା ପୂର୍ବରୁ ରଶ୍ମିକା ହାଇ ବଜେଟ ଫିଲ୍ମ ପୁଷ୍ପାରେ ନିଜ ଆକ୍ଟିଙ୍ଗ ଟାଲେଣ୍ଟ ଦେଖାଇସାରିଛନ୍ତି । ସେ ଆଜି ପର୍ଯ୍ୟନ୍ତ କରି ଆସିଥିବା ସବୁ ସାଉଥ୍‌ ଫିଲ୍ମକୁ ଦର୍ଶକ ପସନ୍ଦ କରି ଆସୁଥିବା ବେଳେ ତାଙ୍କ ବଲିଉଡ ମୁଭିକୁ ମଧ୍ୟ ସମସ୍ତେ ପସନ୍ଦ କରିବେ ବୋଲି ସେ ଆଶା ରଖିଛନ୍ତି । ଏହା ସହିତ ସେ କହିଛନ୍ତି ସେ ମିସନ ମଜନୁରେ ସିଦ୍ଧାର୍ଥଙ୍କ ସହିତ କାମ କରି ତାଙ୍କୁ ଭଲ ଲାଗିଥିଲା ଓ ତାଙ୍କୁ ଅନେକ କିଛି ସିଖିବା ପାଇଂ ମଧ୍ୟ ମିଳିଛି । ସିଦ୍ଧାର୍ଥ ଜଣେ ଭଲ କୋଷ୍ଟାର ଓ ସୋପର୍ଟର ମଧ୍ୟ ।

Picture credit – Bollywood hangma

ତେବେ ଏହି ମିସନ ମଜନୁ ଫିଲ୍ମ ରିଲିଜ ହେବାକୁ ଯାଉଛି ଆସନ୍ତା ମେ ମାସ ୧୩ ତାରିଖରେ । ଫିଲ୍ମର କାହାଣୀ ମଧ୍ୟ ଦୁଇଟି ଦେଶ ମଧ୍ୟରେ ଥିବା ସଂପର୍କୁ ନେଇ ତିଆରି ହୋଇଛି । ଫିଲ୍ମ ମେକର୍ସଙ୍କ କହିବା ଅନୁସାରେ ଏହା ଏକ ରିଅଲ ଲାଇଫ ଷ୍ଟୋରୀ ଉପରେ ଆଧାରିତ । ଯାହାକି ୧୯୭୦ ମସିହାରେ ହୋଇଥିବା ଭାରତର ଏକ ସକାରାତ୍ମକ ଓ କରେଜିୟସ ମିସନ, ଯାହକି ଭାରତ ଓ ପାକିସ୍ତାନ ମଧ୍ୟରେ ସବୁଦିନ ପାଇଁ ସଂପର୍କକୁ ବଦଳାଇ ଦେଇଥିଲା । ଏମିତିକି ସିଦ୍ଧାର୍ଥ ମାଲହୋତ୍ରା ନିଜେ ଏହି ଫିଲ୍ମରେ ଲିଭାଉଥିବା ଚରିତ୍ର ବିଷୟରେ ମଧ୍ୟ କହିଛନ୍ତି । ଯାହାକୁ ନେଇ ସେ ଅଧିକ ଖୁସି ଅଛନ୍ତି । ସେ ଏକ ‘ର’ ଏଜେଣ୍ଟ ଭାବେ ଏହି ଫିଲ୍ମରେ ନଜର ଆସିବେ । ଏହା ଏକ ଆକ୍ସନ ଥ୍ରିଲର ମୁଭି । ତେବେ ରଶ୍ମିକାଙ୍କର ଏହା ବଲିଉଡ ଡେବ୍ୟୁଟ ଓ ତାଙ୍କ ଡେବ୍ୟୁଟରେ ମୁଁ ତାଙ୍କ ବିପକ୍ଷରେ କାମ କରୁଛି । ତେବେ ଏହା ମୋ ପାଇଁ ମଧ୍ୟ ଏକ ସୌଭାଗ୍ୟର ବିଷୟ ।

KNews Bureau

Recent Posts

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

1 min ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

3 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

21 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

46 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

50 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

53 mins ago