ସ୍ବାମୀଙ୍କ ସହ ନଜର ଆସିଲେ ସୋନାକ୍ଷୀ ସିହ୍ନା କହିଲେ ମୁଁ ଦ୍ବିତୀୟ ଛୁଆକୁ ଜନ୍ମ ଦେଲି…

ସୋନାକ୍ଷୀ ସେନା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଖୁସିରେ ଅଛନ୍ତି । ସେ ମୁସଲିମ ଅଭିନେତା ଜହୀର ଇକବାଲଙ୍କୁ ବିବାହ କରିଥିଲେ । ସୋନାକ୍ଷୀ ଏବଂ ଜହୀର ନିଜର ବୈବାହିକ ଜୀବନକୁ ଖୁବ ଖୁସିରେ ଅତିବାହିତ କରୁଛନ୍ତି । ବିବାହ ପରେ ସୋନାକ୍ଷୀଙ୍କ ପ୍ରେଗନେଣ୍ଟ ଖବର ସାମନାକୁ ଆସିଛି । ସୋନାକ୍ଷୀ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ପିଲାଙ୍କ ସହ ଜଡିତ ଏକ କ୍ୟାପସନ ଲେଖିଛନ୍ତି ।
ସେ ଲେଖିଛନ୍ତି ଏବେ ସେ ଦ୍ବିତୀୟ ଛୁଆ ଜନ୍ମ କରିଛନ୍ତି । କହି ରଖୁଛୁ କି ଏହା ଏକ ପ୍ରୋମୋସନ ପୋଷ୍ଟ ଅଟେ । ଏଥିରେ ସୋନାକ୍ଷୀ ପୋଷ୍ଟ ମୋର୍ଟମ କେୟାର ବ୍ରାଣ୍ଡର ପ୍ରୋମୋସନ କରୁଛନ୍ତି । ପ୍ରୋମୋସନ ସମୟରେ ସୋନାକ୍ଷୀ ମାତୃତ୍ଵ ବିଷୟରେ ମଧ୍ୟ କହିଛନ୍ତି । ସୋନାକ୍ଷୀ ସିହ୍ନା ପ୍ରେମ ବିବାହ କରିଥିଲେ । ସେ ୨୦୨୪ ରେ ଜହୀର ଇକବାଲଙ୍କୁ ବିବାହ କରିଥିଲେ । ସୋନାକ୍ଷୀ ନିଜ ବିବାହକୁ ଖୁବ ପ୍ରାଇଭେଟ ରଖିଥିଲେ । ସେ ନିଜ ଘରେ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ । ଅଭିନେତ୍ରୀ ସୋନାକ୍ଷୀ ମାତୃତ୍ଵ ଖବରକୁ ଖାରଜ କରିଛନ୍ତି ।
ସୋସିଆଲ ମିଡିଆରେ ତାଙ୍କ ବିବାହ ଫୋଟ ଖୁବ ଭାଇରାଲ ହୋଇଥିଲା । ସୋନାକ୍ଷୀ ଏକ ଧଳା ଶାଢୀ ପିନ୍ଧିଥିଲେ । ବିବାହ ପରେ ସେ ଏକ ବଡ ରିସେପସନ କରିଥିଲେ । ସେଠାରେ ବହୁତ ବଡ ବଡ ଷ୍ଟାର ଯୋଗ ଦେଇଥିଲେ । ବିବାହ ପରେ ସୋନାକ୍ଷୀ ବହୁତ ଥର ହନିମୁନ ଯାଇଛନ୍ତି । ସେ ଜହୀର ଇକବାଲଙ୍କ ସହ ବୈବାହିକ ଜୀବନ ଖୁସିରେ କାଟୁଛନ୍ତି ।
ସୋନାକ୍ଷୀ ସିହ୍ନାଙ୍କୁ ସଞ୍ଜୟ ଲିଲା ବଂଶାଲୀଙ୍କ ୱେବ ସିରିଜରେ ହିରାମଣ୍ଡିରେ ଦେଖିବାକୁ ମିଳିଥିଲା । ଏଥିରେ ସେ ଫିରଦିନ ଭୂମିକାରେ ନଜର ଆସିଥିଲେ । ସୋନାକ୍ଷୀଙ୍କ ଅଭିନୟକୁ ଖୁବ ପ୍ରଶଂସା କରାଯାଇଥିଲା । ସେ କାକୁଡା ନାମରେ ଏକ ଫିଲ୍ମ କରିଥିଲେ । ଏବେ ଅଭିନେତ୍ରୀଙ୍କ ହାତରେ ୨୦୨୫ ଟାଇଟେଲ ନାମକ ଏକ ଫିଲ୍ମ ରହିଛି । ଫିଲ୍ମ ପୋଷ୍ଟ ପ୍ରଡକସନରେ ଅଛି ।