ମନୋରଂଜନ

ବୟଫ୍ରେଣ୍ଡ୍‌ ହଜୀର ଇକ୍‌ବାଲଙ୍କ ସହ ରୋମାଣ୍ଟିକ ହେଲେ ସୋନାକ୍ଷୀ ସିହ୍ନା, ଫଟୋ ସେୟାର କରି ସମ୍ପର୍କରେ ମୋହର ମାରିଲେ ବରୁଣ

ଏବେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଲଭ ଆଫେୟାର୍ସ ବେଶ୍‌ ଚର୍ଚ୍ଚାରେ ରହିଛି। ସୋନାକ୍ଷୀ ସିହ୍ନା ଓ ଜହୀର ଇକବାଲକୁ ପ୍ରାୟତଃ ପବ୍ଲିକ୍‌ ପ୍ଲେସ୍‌ରେ ଫ୍ୟାନ୍‌ମାନେ ଏକାଠି ଦେଖିଛନ୍ତି। ହ୍ୟାଙ୍ଗ୍‌ଆଉଟ୍‌ କରିବା ବେଳେ ଅନେକ ଥର ସ୍ପଟ୍‌ ହୋଇଛନ୍ତି ଏହି ଯୋଡ଼ି। ଉଭୟେ ପ୍ରାୟତଃ ପରସ୍ପରର ଇନ୍‌ଷ୍ଟାଗ୍ରାମ୍‌ ଫଟୋରେ କମେଣ୍ଟ କରିଥାନ୍ତି। ଉଭୟେ ସଲମାନ୍‌ ଖାନ୍‌ଙ୍କର ଏକ ପାର୍ଟିରେ ପରସ୍ପରକୁ ପ୍ରଥମେ ସାକ୍ଷାତ କରିଥିଲେ। ପ୍ରଥମେ ବନ୍ଧୁତା ଓ ତା’ ପରେ ପରସ୍ପରକୁ ପସନ୍ଦ କରିଥିଲେ ଏହ ଯୋଡ଼ି। ଏବେ ନିକଟରେ ଅଭିନେତା ବରୁଣ ଶର୍ମା ଏକ ପାର୍ଟିରୁ ସୋନାକ୍ଷୀ ଓ ଇକବାଲଙ୍କ ଫଟୋ ସେୟାର କରିଛନ୍ତି। ଫଟୋରେ ଉଭୟଙ୍କ ମଧ୍ୟରେ ନିବିଡ଼ତା ସ୍ପଷ୍ଟ ନଜର ଆସୁଛି। ଚାହୁଁ ଚାହୁଁ ଏହି ଫଟୋ ଭାଇରାଲ ହେବାରେ ଲାଗିଛି।

ନିକଟରେ ସୋନାକ୍ଷୀ ଓ ଜହୀରଙ୍କୁ ମୁମ୍ବାଇର ଏକ ରେସ୍ତୋରାଁରେ ଡିନର ଡେଟ୍‌ ଏନ୍‌ଜୟ କରୁଥିବା ବେଳେ ଦେଖିବାକୁ ମିଳିଥିଲା। ଏହି କପଲଙ୍କ ସହ ବଲିଉଡ୍‌ ଅଭିନେତା ବରୁଣ ଶର୍ମା ମଧ୍ୟ ଥିଲେ। ବରୁଣ ଧଓ୍ଵନ ସୋସିଆଲ ମିଡିଆରେ ସୋନାକ୍ଷୀ ଓ ଜହୀରଙ୍କର ଏକ ସୁନ୍ଦର ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ଫଟୋରେ ସୋନାକ୍ଷୀ ସିହ୍ନା ଧଳା ରଙ୍ଗର ବଡିକନ୍‌ ଡ୍ରେସ୍‌ ପିନ୍ଧି ବେଶ୍‌ ଷ୍ଟନିଂ ଲାଗୁଛନ୍ତି। ସେହିପରି ଜହୀର ଷ୍ଟାଇଲିସ୍‌ ସାର୍ଟ ସହ ଜିନ୍ସରେ ନଜର ଆସିଥିଲେ। ଫଟୋରେ ଉଭୟ କଳାକାର ହସୁଥିବାର ଦେଖିବାକୁ ମିଳିଥିଲା।

Image Credit: Instagram

ଫଟୋ ସେୟାର କରି ବରୁଣ ଶର୍ମା ଲେଖିଛନ୍ତି, ଓଏ ହୋଏ ୟାକୁ କୁହନ୍ତି ବ୍ଲକ୍‌ବଷ୍ଟର ଯୋଡ଼ି। ମିଡିଆ ରିପୋର୍ଟ ମୁତାବକ, ସୋନାକ୍ଷୀ ଓ ଜହୀର ଖୁବ୍‌ଶୀଘ୍ର ନିଜ ସମ୍ପର୍କକୁ ଅଫିସିଆଲି ଘୋଷଣା କରିବେ। ସୂଚନାଯୋଗ୍ୟ ଯେ ସୋନାକ୍ଷୀ ସିହ୍ନାଙ୍କୁ ଖୁବ୍‌ ଶୀଘ୍ର ଫିଲ୍ମ ‘ଡବଲ ଏକ୍ସଏଲ’ରେ ହ୍ୟୁମା କ୍ୟୁରେସି ଓ ଜହୀର ଇକବାଲଙ୍କ ସହ ଦର୍ଶକେ ଦେଖିବାକୁ ପାଇବେ। ଏହି ଫିଲ୍ମ ଚଳିତ ବର୍ଷ ରିଲିଜ୍‌ ହେବ।

Also Read: ସତ୍ୟ ଯୁଗର ବିଶ୍ୱକର୍ମା ଆଉ ଆଜିର ଇଞ୍ଜିନିୟର…

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago