ମନୋରଂଜନ

ସୋନୁ ସୁଦ ମଲ୍‌ ଭିତରେ ଦେଖାଇଲେ ଏମିତି ଷ୍ଟଣ୍ଟ୍‌, କିନ୍ତୁ ଫ୍ୟାନ୍‌ଙ୍କୁ ଘରେ ନ କରିବାକୁ କଲେ ଅପିଲ

ବଲିଉଡ୍‌ ଆକ୍ଟର ସୋନୁ ସୁଦ ନା କେବଳ ପରଦାରେ ଜବରଦସ୍ତ ଆକ୍ସନ କରୁଥିବାର ନଜର ଆସି ଥାଆନ୍ତି ତା’ ନୁହେଁ, ବରଂ ରିୟଲ ଲାଇଫ୍‌ରେ ମଧ୍ୟ ସେ ବହୁତ ଫିଟ୍‌ ଏବଂ ଆକ୍ଟିଭ ଥାଆନ୍ତି। ନିକଟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଏକ ମଲ୍‌ ଭିତରେ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବାର ନଜର ଆସୁଛନ୍ତି।

ସୋନୁ ସୁଦ ଏସ୍କଲେଟରର ଦୁଇ ପାର୍ଶ୍ୱ ସିଡି ଉପରେ ନିଜ ହାତ ରଖି ପୂରା ଶରୀରର େଓ୍ଵଟ୍‌କୁ ଉପରକୁ ଉଠାଇ ରଖିଛନ୍ତି। ଭିଡିଓରେ ସ୍ପଷ୍ଟ ଦେଖାଯାଇ ପାରିବ କି, ତାଙ୍କ ହାତ ଥରୁଛି। ତଥାପି ସେ ନିଜକୁ ଉପରକୁ ଉଠାଇ ରଖି ହୁସିଆର ଅବସ୍ଥାରେ ରହିଛନ୍ତି। ଅଭିନେତା ଜଣକ ଏହି ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି, ଯାହାକୁ ଦେଖି ତାଙ୍କ ଫ୍ୟାନମାନେ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସେପଟେ ଭିଡିଓ ସେୟାର କରି ସୋନୁ ଫ୍ୟାନମାନଙ୍କୁ ଅପିଲ କରିଛନ୍ତି କି, ଘରେ ଏହାକୁ ଟ୍ରାଏ କରନ୍ତୁ ନାହିଁ। ଭିଡିଓର କ୍ୟାପସନ ଲେଖିଛନ୍ତି, ‘ଯଦି ମୁଁ ଉଡ଼ିପାରୁ ଥାଆନ୍ତି, ତ…। ଆପଣ ଏହାକୁ ଘରେ କରିବାକୁ ଚେଷ୍ଟା କରନ୍ତୁ ନାହିଁ’। ତେବେ ସୋନୁଙ୍କର ଏହି ଭିଡିଓକୁ ୨ ଘଣ୍ଟା ଭିତରେ ୨୦ ଲକ୍ଷ ଲୋକ ଦେଖି ସାରିଥିବା ବେଳେ ତାଙ୍କର ସ୍ପୋର୍ଟି ଅନ୍ଦାଜକୁ ପ୍ରଶଂସା କରୁଛନ୍ତି।

Roshni

Recent Posts

ଗଠନ ହେବ ନୂଆ ବିଧାନସଭା, ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(କେନ୍ୟୁଜ୍‌): ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ । ରାଜ୍ୟପାଳ ରଘୁବର ଦାଶ ୧୬ତମ ଓଡ଼ିଶା ବିଧାନସଭା ଭଙ୍ଗ ପାଇଁ…

14 mins ago

ୟୁରିକ୍ ଏସିଡ୍‌କୁ ନିୟନ୍ତ୍ରଣ କରିବ କଖାରୁ, ହାର୍ଟ ପାଇଁ ମଧ୍ୟ ହୋଇଥାଏ ଲାଭଦାୟକ

ଆଜିର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଏବଂ ଖାଇବା ଅଭ୍ୟାସ ହେତୁ ଲୋକଙ୍କ ମଧ୍ୟରେ ୟୁରିକ୍ ଏସିଡ୍ ସମସ୍ୟା ଦ୍ରୁତ ଗତିରେ…

19 mins ago

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ କେଦାର ଯାଦବ, ଫ୍ୟାନ୍ସଙ୍କୁ ଜଣାଇଲେ ଧନ୍ୟବାଦ

ଟି୨୦ ବିଶ୍ୱକପ ଚାଲିଥିବା ବେଳେ ଭାରତର ପ୍ରଥମ ମ୍ୟାଚ୍‌ ଜୁନ୍‌ ୫ ତାରିଖରେ ଖେଳାଯିବ । ଏହି ମ୍ୟାଚକୁ ଫ୍ୟାନ୍ସ…

21 mins ago

ଧର୍ମଶାଳା ଓ ରସୁଲପୁର ବ୍ଲକ ଅଫିସ୍ ରେ ଭଙ୍ଗାରୁଜା ଘଟଣାରେ ୨୦ ଗିରଫ

ଯାଜପୁର(କେନ୍ୟୁଜ୍‌): ଯାଜପୁର ଜିଲ୍ଲା ଧର୍ମଶାଳାରେ ମତଦାନ ପରେ ବ୍ଲକ ଅଫିସରେ ଭଙ୍ଗାରୁଜା ଘଟଣାରେ ୨୦ ଜଣ ଗିରଫ । ୨୦ଜଣଙ୍କୁ…

24 mins ago

ଦିଲ୍ଲୀ: ତାଜ୍‌ ଏକ୍ସପ୍ରେସ୍‌ରେ ଭୟାବହ ଅଗ୍ନିକାଣ୍ଡ, ଧୁ ଧୁ ହୋଇ ଜଳୁଛି ୪ଟି କୋଚ୍‌

ଦିଲ୍ଲୀର ଓଖଲା ରେଳ ଷ୍ଟେସନରେ ତାଜ୍‌ ଏକ୍ସପ୍ରେସରେ ଲାଗିଛି ଭୟାବହ ନିଆଁ । କୁହାଯାଉଛି ଯେ ଯେତେବେଳେ ତାଜ୍‌ ଏକ୍ସପ୍ରେସ…

36 mins ago

ନିଖୋଜ ଥିଲେ ଏବେ ଜଙ୍ଗଲରୁ ମୃତ ଦେହ ଉଦ୍ଧାର, ହତ୍ୟା କରାଯାଇଥିବା ସନ୍ଦେହ

ଆଠଗଡ(କେନ୍ୟୁଜ୍‌) : ଆଠଗଡ଼ ଥାନା ଅନ୍ତର୍ଗତ ଗୋପୀବଲ୍ଲଭ ପୁର ସିଜୁ ମୁଣ୍ଡିଆ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର…

45 mins ago