୨୦ ବର୍ଷରେ ପାଦ ଦେଲେ ଶାହରୁଖଙ୍କ ଝିଅ ସୁହାନା ଖାନ୍, ସୋସିଆଲ ମିଡିଆରେ ଧମାଲ୍ ମଚାଉଛି ବୋଲ୍ଡ ଲୁକ୍

ଫିଲ୍ମ ଇଣ୍ଡଷ୍ଟ୍ରିର କିଂଗ ଖାନଙ୍କ ଝିଅ ସୁହାନା ଖାନ୍ ଆଜି ନିଜର ଜନ୍ମଦିନ ସେଲିବ୍ରେଟ କରୁଛନ୍ତି। ଆଜି ସୁହାନା ୨୦ ବର୍ଷ ବୟସରେ ପାଦ ଦେଇଛନ୍ତି। ଏହି ଖାସ୍ ଦିନରେ ସୋସିଆଲ ମିଡିଆରେ ତାଙ୍କୁ ଅନେକ ଲୋକ ଶୁଭେଚ୍ଛା ଜଣାଇଛନ୍ତି। ସୁହାନା ବଲିଉଡର ଷ୍ଟାର୍ସ ଛୋଟ କଳାକାରଙ୍କ ମଧ୍ଯରେ ନିଜର ଖାସ୍ ଅନ୍ଦାଜରେ ଫ୍ଯାନ୍ସଙ୍କୁ ନିଜର ଦିୱାନା କରିଥାନ୍ତି। ତାଙ୍କର ବୋଲ୍ଡ ଫଟୋ ମଧ୍ଯ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

suhana-୨୨ ମେ ୨୦୦୦ ମସିହାରେ ସୁହାନାଙ୍କ ଜନ୍ମ। ଶାହରୁଖ ଖାନଙ୍କ ତିନିଟି ପିଲା ମଧ୍ଯରୁ ସୁହାନା ତାଙ୍କର ସବୁଠାରୁ ଲାଡଲୀ । କାରଣ ଦୁଇ ଭାଇଙ୍କ ମଧ୍ଯରେ ସୁହାନା ଗୋଟିଏ ଭଉଣୀ ହୋଇଥିବାରୁ ଖୁବ୍ ଭଲପାଇବା ପାଇଥାନ୍ତି। ସୁହାନା ସୋସିଆଲ ମିଡିଆରେ କୁବ୍ ଆକ୍ଟିଭ୍ ରହିଥାନ୍ତି। ସେ ସବୁବେଳେ ନିଜର ଲାଟେଷ୍ଟ ଲୁକ୍ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ନିଜର କାସ୍ ଅନ୍ଦାଜ୍ ରେ ମଧ୍ଯ ସେ ଦର୍ଶକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.