ଅଭିନୟ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି କିଙ୍ଗ ଖାନ୍ ଲାଡ଼ଲି

ମୁମ୍ବାଇ : ଅଭିନୟ ଜଗତରେ ପାଦ ରଖିବା ପ୍ରସ୍ତୁତିରେ ଶାହାରୁଖଙ୍କ ଲାଡଲି ସୁହାନା ଖାନ୍‌। ବଲିଉଡରେ ନୁହେଁ ବରଂ ଏକ ବିଦେଶୀ ପ୍ଲେରେ ନଜର ଆସିବେ ସୁହାନା। ସୁହାନା ଏନେଇ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଫଟୋରେ ପ୍ରଡକ୍ସନ ଟିମ୍‌ ସହ ନଜର ଆସୁଛନ୍ତି ସୁହାନା। ଛୋଟ ବେଳରୁ ବାପାଙ୍କ ଭଳି ଆକ୍ଟିଂ କରିବାକୁ ଚାହାନ୍ତି ସୁହାନା।

shahrukh

ତେଣୁ ବଲିଉଡରେ ଏଣ୍ଟ୍ରି ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶାହାରୁଖ ମଧ୍ୟ ସୁହାନାଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି। ଆଗକୁ ସାରା ଅଲ୍ଲୀ ଖାନ୍‌ ଓ ଜାହ୍ନବୀଙ୍କ ପରେ ଆଉ ଜଣେ ଷ୍ଟାର କିଡ ଭାବେ ସୁହାନା ମଧ୍ୟ ବଲିଉଡରେ ଡେବ୍ୟୁ କରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.