Categories: ମନୋରଂଜନ

ଏହି ବ୍ୟକ୍ତିଙ୍କ ପାଇଁ କରନଜିତ କୌର ବନିଗଲେ ସନି ଲିଓନି

ବଲିଉଡ ଅଭିନେତ୍ରୀ ସନି ଲିଓନି ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ଥାଆନ୍ତି। ଚଳଚ୍ଚିତ୍ର ବ୍ୟତୀତ ସନି ଲିଓନି ବର୍ତ୍ତମାନ ଜଣେ ବିଜନେସ ଓମେନ ଭାବେ ମଧ୍ୟ ପରିଚିତ। ବର୍ତ୍ତମାନ ସେ ନିଜର ବହୁତ ସାରା କସମେଟିକ୍ସ ପ୍ରଡକ୍ଟ ମଧ୍ୟ ବଜାରରେ ଲଞ୍ଚ କରିଛନ୍ତି। ସନି ଲିଓନି ଚଳଚ୍ଚିତ୍ର ଓ ବିଜନେସକୁ ଛାଡ଼ିଦେଲେ ନିଜ ଅତୀତ ପାଇଁ ବି ସବୁବେଳେ ଚର୍ଚ୍ଚାରେ ଥାନ୍ତି।

ବର୍ତ୍ତମାନ ସନି ଲିଓନି ଏକ ଇଂଗ୍ରାଜୀ ୱେବସାଇଟ DNAକୁ ଇଣ୍ଟରଭିଉ ଦେବା ସମୟରେ ନିଜର ବ୍ୟକ୍ତିଗତ ଜୀବନ, ପରିବାର ଏବଂ ପତିଙ୍କୁ ନେଇ ବହୁତ ବଡ଼ ଖୁଲାସା କରିଛନ୍ତି। ସେ ନିଜ ପତି ଡେନିଏଲ ବେଵରଙ୍କ ତାରିଫ କରି କହିଛନ୍ତି କି ତାଙ୍କ ପତି ଡେନିଏଲ ବେଵର ହେଉଛନ୍ତି ତାଙ୍କ ଜୀବନର ସବୁଠୁ ମହତ୍ତ୍ୱପୁର୍ଣ ଅଂଶ। ଅଭିନେତ୍ରୀଙ୍କ ଅନୁସାରେ ତାଙ୍କୁ ସନି ଲିଓନି ବନେଇବାରେ ଡେନିଏଲଙ୍କର ବହୁତ ଯୋଗଦାନ ରହିଛି।ସନି ଲିଓନି କହିଛନ୍ତି କି “ସମସ୍ତେ ମୋତେ ଏବଂ ଡେନିଏଲଙ୍କୁ ଜାଣନ୍ତି କିନ୍ତୁ ଏହା ତାଙ୍କ ଜୀବନର ବହୁତ ଛୋଟ ପ୍ରତିଶତ ଅଟେ। ମୋତେ ସନି ଲିଓନି ବନେଇବା ପଛରେ ଡେନିଏଲଙ୍କର ବହୁତ ବଡ଼ ହାତ ରହିଛି। ଯଦି ଡେନିଏଲ ନାହାନ୍ତି ତାହେଲେ ସନି ଲିଓନି କିଛିବି ନୁହଁନ୍ତି। ଡେନିଏଲ ମୋତେ ସ୍ୱପ୍ନ ପଛରେ ଚାଲିବା ଶିଖେଇଛନ୍ତି ଏବଂ ତାକୁ ପୁରା କରିବା ପାଇଁ ମୋ ଭିତରେ ଇଛା ଶକ୍ତି ଭରି ଦେଇଛନ୍ତି। ସେ ବହୁତ ଟ୍ୟାଲେଣ୍ଟେଡ ବ୍ୟକ୍ତି ମଧ୍ୟ ଅଟନ୍ତି।”

ସନି ଲିଓନିଙ୍କ ପ୍ରକୃତ ନାମ ହେଉଛି କରନଜିତ କୌର କିନ୍ତୁ ପର୍ଣ୍ଣ ଇଣ୍ଡଷ୍ଟ୍ରି ସହ ଯୋଡି ହେବା ପରେ ସେ ନିଜ ନାମ ବଦଳାଇ ସନି ଲିଓନି କରିଦେଇଥିଲେ। ଏହି ପର୍ଣ୍ଣ ମୁଭି ଦ୍ୱାରା ସନି ଲିଓନିଙ୍କ ସାକ୍ଷାତ ଡେନିଏଲ ବେଵରଙ୍କ ସହ ହୋଇଥିଲା। ବହୁତ ସମୟ ପର୍ଯ୍ୟନ୍ତ ପରସ୍ପର ସହ ଡେଟ କରିବା ପରେ ଶେଷରେ ସନି ଏବଂ ଡେନିଏଲ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

୨୦୧୧ ମସିହାରେ ‘ବିଗ ବସ ‘ ସିଜନ ୫ ରେ ପ୍ରଥମଥର ପାଇଁ ଭାରତୀୟ ଟିଭି ପରଦାକୁ ଆସିଥିଲେ ସନି ଲିଓନି। ଏହାପରେ ଚର୍ଚ୍ଚାକୁ ଆସିଥିଲେ ସେ , ‘ବିଗ ବସ’ ହାଉସରେ ରହିବା ସମୟରେ ମହେଶ ଭଟ୍ଟ ତାଙ୍କୁ ନିଜ ଚଳଚ୍ଚିତ୍ର ଜିସ୍ମ-୨ ପାଇଁ ସାଇନ କରାଇଥିଲେ। ଏହାପରେ ସେ ବଲିଉଡର ବହୁତ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago