ଏହି ଖାସ୍ ଅଙ୍ଗକୁ ବୀମା କରାଇବେ ସନ୍ନି ଲିଓନୀ, ଜାଣନ୍ତୁ କେଉଁଟା ସେହି ଅଙ୍ଗ !

ବଲିଉଡ ଅଭିନେତ୍ରୀ ସନ୍ନି ଲିଓନୀ ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ଥାଆନ୍ତି। ନିକଟରେ କିଛି ଦିନ ପୂର୍ବରୁ ସନ୍ନି ଲିଓନୀ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ତାଙ୍କର ଏକ ଅଙ୍ଗର ବୀମା କରିବାକୁ ଚାହୁଁଛନ୍ତି। ଯେଉଁ ଅଙ୍ଗକୁ ସେ ବହୁତ ଭଲ ପାଆନ୍ତି। ନିଜର ପୂରା ଶରୀରରେ ତାଙ୍କର ସେହି ଅଙ୍ଗ ତାଙ୍କୁ ବହୁତ ପସନ୍ଦ। ଏଥିପାଇଁ ସନ୍ନି ଚାହାନ୍ତି ଏହାର ବୀମା ହେବା ଆବଶ୍ୟକ।
ସନ୍ନି ଥିଲେ ଜଣେ ଆଡଲ୍ଟ ଷ୍ଟାର
ଗୁଗଲରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ସେଲିବ୍ରିଟୀଙ୍କ ଲିଷ୍ଟରେ ସନ୍ନି ଲିଓନୀ ପୂର୍ବରୁ ଆଡଲ୍ଟ ଷ୍ଟାର ଥିଲେ, ଯେଉଁ କାରଣରୁ ବିବାଦ ତାଙ୍କ ପାଖ ଛାଡି ଯାଉନଥିଲା। କିନ୍ତୁ ବର୍ତ୍ତମାନ ସନ୍ନି ଲିଓନୀ ବଲିଉଡ ଇଣ୍ଡଷ୍ଟ୍ରୀର ନିଜର ସ୍ଥାନ ମଜବୁତ କରି ରଖିଛନ୍ତି।
ଏହି ଅଙ୍ଗକୁ ବୀମା କରାଇବେ ସନ୍ନି
ଇଣ୍ଟର୍ଭ୍ୟୁରେ ଏକ ପ୍ରଶ୍ନରେ ସନ୍ନି ଲିଓନୀ ବହୁତ ଭାବି କହିଲେ ଯେ, ତାଙ୍କୁ ତାଙ୍କ ଚେହେରା ବହୁତ ପସନ୍ଦ। ଏଥିପାଇଁ ସେ ନିଜର ଚେହେରାର ବୀମା କରିବାକୁ ଚାହୁଁଛନ୍ତି। ବଲିଉଡ୍ ଇଣ୍ଡଷ୍ଟ୍ରୀ ହେଉ କିମ୍ବା ଟେଲିଭିଜନ ଇଣ୍ଡଷ୍ଟ୍ରୀ କିମ୍ବା ସୋସିଆଲ ମିଡିଆ ପ୍ଲାଟଫର୍ମ ହେଉ ନା କାହିଁକି, ସନ୍ନି ଲିଓନୀ ସବୁ ଦିଗରୁ ଚର୍ଚ୍ଚାରେ ରହିଥାନ୍ତି।