‘ତାନାଜୀ-ଦ ଅନସଙ୍ଗ ଓ୍ଵାରିୟର’ର ଟିଜର ରିଲିଜ୍‌

ରିଲିଜ୍‌ ହେଲା ଅଜୟ ଦେବଗନଙ୍କ ନୂଆ ଫିଲ୍ମ ‘ତାନାଜୀ-ଦ ଅନସଙ୍ଗ ଓ୍ଵାରିୟର’ର ଟିଜର । ଅଜୟ ନିଜ ଇନଷ୍ଟାଗ୍ରାମରେ ଏହି ଟିଜରକୁ ଛାଡ଼ିଛନ୍ତି । ଫିଲ୍ମଟି ଆସନ୍ତା ୨୦୨୦ ଜାନୁଆରୀ ୧୦ ତାରିଖ ଦିନ ରିଲିଜ୍ ହେବ ।
ଐତିହାସିକ କାହାଣୀ ଉପରେ ଆଧାରିତ ଏହି ସିନେମାଟି ହେଉଛି ଅଜୟ ଦେବଗନଙ୍କ ଶହେତମ ଫିଲ୍ମ । ଯାହାକୁ ସେ ନିଜେ ପ୍ରଯୋଜନା କରିଛନ୍ତି । ଅନେକ ବର୍ଷ ପରେ ଅଜୟଙ୍କ ସହ ତାଙ୍କ ପତ୍ନୀ କାଜଲ ମଧ୍ୟ ଏଥିରେ ଅଭିନୟ କରୁଛନ୍ତି । ଏଥିରେ ସୈଫ ଅଲୀ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିବ । ତେବେ ଟିଜର ରିଲିଜ୍ ପୂର୍ବରୁ ଅଜୟ ଅଧିକାଂଶ ଅଭିନେତାଙ୍କ ଫାଷ୍ଟଲୁକ୍କୁ ସେୟାର କରି ସାରିଛନ୍ତି । କେବଳ ଜଣକୁ ଛାଡ଼ି । ସେ ହେଉଛନ୍ତି କାଜଲ ।

କିଛି ସମୟ ପୂର୍ବରୁ ରିଲିଜ୍‌ ହୋଇଥିବା ଏହି ଟିଜରର ଭିଡିଓ ଦେଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.