କାହିଁକି ସବୁବେଳେ ଚୁପ୍ ରହୁଥିଲେ ମନମୋହନ୍ ସିଂହ ? ଦେଖନ୍ତୁ The accidental prime ministerର ଟ୍ରେଲର୍, ପାଇଯିବେ ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର

ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟରର ଟ୍ରେଲର୍ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜନୈତିକ କ୍ୟାରିୟର୍ ଉପରେ ଆଧାରିତ ଏହି ସିନେମା । ଯେଉଁଥିରେ ମନମୋହନ ସଂହଙ୍କ ଭୂମିକାରେ ଅଭିନୟ କରିଛନ୍ତି ଅନୁପମ ଖେର୍ । ମନମୋହନଙ୍କ ବେଶରେ ସମସ୍ତଙ୍କ ମନ ଜିଣି ନେଇଛନ୍ତି ଅନୁପମ୍ । ତାଙ୍କ ଚାଲି, କଣ୍ଠ ଏବଂ କଥା କହିବା ଶୈଳୀ ସବୁକିଛି ମନମୋହନଙ୍କ ପରି । ସୋସିଆଲ୍ ମିଡିଆରେ ଅନୁପମଙ୍କୁ ଜବରଦସ୍ତ ପ୍ରଶଂସା କରାଯାଉଛି । ଅନ୍ୟପଟେ ସୋନିଆ ଗାନ୍ଧୀଙ୍କ ଭୁମିକାରେ ଅଭିନୟ କରିଛନ୍ତି ସୁଜାନେ ବନାର୍ଟ । ଯାହାଙ୍କ ଅଭିନୟଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ପଡିବ ।
ତେବେ ଟ୍ରେଲରରେ ସ୍ପଷ୍ଟ ଭାବରେ ମନମୋହନ ସିଂହଙ୍କ ବାହାନାରେ ସୋନିଆ ଗାନ୍ଧୀ ଏବଂ ରାହୁଲ୍ ଗାନ୍ଧୀଙ୍କୁ କରାଯାଇଛି ଟାର୍ଗେଟ୍ । ମନମୋହନ ସିଂହଙ୍କ ପ୍ରଶଂସାରୁ ଆରମ୍ଭ ହୋଇଛି ଟ୍ରେଲର୍ । ଆଉ ଆଗକୁ ତାଙ୍କୁ ଫ୍ୟାମିଲି ଡ୍ରାମାର ଶିକାର ହୋଇଥିବା ଦର୍ଶାଯାଇଛି ।
୩ ମିନିଟର ଏହି ଟ୍ରେଲରରେ ମନମୋହନ ସିଂହଙ୍କୁ ସୋନିଆ ଗାନ୍ଧୀ ପିଏମ୍ ଭାବରେ ବାଛିବାଠୁ ଆରମ୍ଭ କରି ନ୍ୟୁକ୍ଲିୟର୍ ଡିଲ୍, କଶ୍ମୀର ପ୍ରସଙ୍ଗ ଏବଂ ଅନ୍ୟ ସମସ୍ତ ଦୁର୍ନୀତି ବିଷୟରେ କୁହାଯାଇଛି । ଟ୍ରେଲରରେ ଦେଖାଯାଇଛି କିଭଳି ମନମୋହନଙ୍କୁ ପଦରୁ ହଟାଇବା ପାଇଁ ଷଡଯନ୍ତ୍ର କରି ଏବଂ ରାହୁଲ୍ ଗାନ୍ଧୀଙ୍କ ଅଭିଶେକ୍ ପାଇଁ ପ୍ଲାନିଂ କରାଯାଉଛି । ମନମୋହନ ସିଂହ ଏବଂ ପାର୍ଟି ମଧ୍ୟରେ ଆରମ୍ଭ ହେଉଛି ଶୀତଳ ଯୁଦ୍ଧ ଏବଂ ତାଙ୍କୁ ପଦରୁ ହଟାଇ ରାହୁଲ୍ ଗାନ୍ଧୀଙ୍କୁ ଲିଡ୍ କରିବା ଦାୟିତ୍ବ ଦେବା ପାଇଁ ପ୍ରସ୍ତୁତି କରୁଛନ୍ତି ସୋନିଆ ।
ତେବେ ସବୁବେଳେ କାହିଁକି ନୀରବ ରୁହନ୍ତି ମନମୋହନ ଏହାର ଉତ୍ତର ମଧ୍ୟ ଏହି ଟ୍ରେଲରରେ ଦେଖିବାକୁ ପାଇବେ । ମନମୋହନ ସିଂହଙ୍କ ପତ୍ନୀ ତାଙ୍କୁ ବୁଝାଉଛନ୍ତି ଆପଣଙ୍କୁ ଦଳ କେତେ ବଦନାମ୍ କରିବ , ଆପଣ କିଛି କହୁ ନାହାଁନ୍ତି କାହିଁକି ।
ଫିଲ୍ମଟି ସଜୟ ବାରୁଙ୍କ ବହି ଉପରେ ପର୍ଯ୍ୟବେସିତ । ସଞ୍ଜୟ ୨୦୦୪ରୁ ୨୦୦୮ ଯାଏଁ ମନମୋହନଙ୍କ ମିଡିଆ ପରାମର୍ଶଦାତା ଭାବରେ କାମ କରୁଥିଲେ । ତେବେ ଯେତେବେଳେ ସଞ୍ଜୟଙ୍କ ଏହି ବହି ଲଂଚ୍ ହୋଇଥିଲା ସେତେବେଳେ ଅନେକ ବିବାଦ ଦେଖାଦେଇଥିଲା । ମନମୋହନ ସିଂହଙ୍କ ଛବିକୁ ସୁଧାରିବା ପାଇଁ ଏହି ଫିଲ୍ମ ମାଧ୍ୟମରେ ଚେଷ୍ଟା କରାଯାଇଛି ।
ଦେଖନ୍ତୁ ଟ୍ରେଲର :
ଅନ୍ୟପଟେ ଟ୍ରେଲର୍ ରିଲିଜ୍ ହେବା ପରେ ସୋସିଆଲ୍ ମିଡିଆରେ ରାହୁଲ ଗାନ୍ଧୀଙ୍କ ଜବରଦସ୍ତ ମଜାକ୍ ଉଡୁଛି । ଦେଖନ୍ତୁ କିଛି ଟୁଇଟ୍ ।
Ladies and Gentlemen!! Presenting the trailer of our highly anticipated film #TheAccidentalPrimeMinister. 🙏👇
The Accidental Prime Minister | Official Trailer | Releasing January 11 … https://t.co/TUu4AsTgHM— Anupam Kher (@AnupamPKher) December 27, 2018
Suuuuuuupppppppeeeeeerrrrrrrrrr……….
Nailed it…..
Awesome acting
Believe nahi ho Raha movie trailer hai lag Raha hai bilkul reality hai sab real characters Hain….
Akshay Khanna Ko dekh kar Bharosa hua nahi Movie Trailer hai kyonki Sabse known chehra wayi lag rahe Hain— Joker (@rvidrmr) December 27, 2018
Ladies and Gentlemen!! Presenting the trailer of our highly anticipated film #TheAccidentalPrimeMinister. 🙏👇
The Accidental Prime Minister | Official Trailer | Releasing January 11 … https://t.co/TUu4AsTgHM— Anupam Kher (@AnupamPKher) December 27, 2018
Ladies and Gentlemen!! Presenting the trailer of our highly anticipated film #TheAccidentalPrimeMinister. 🙏👇
The Accidental Prime Minister | Official Trailer | Releasing January 11 … https://t.co/TUu4AsTgHM— Anupam Kher (@AnupamPKher) December 27, 2018
Cannot differentiate between the real one and the reel one!
— Venkatesh VS Banginwar (@VVSBanginwar) December 27, 2018
Ek ke baad ek curption is time rahul kaise overtake kar sakta wonderful trailer yahi sachhai hai gandhi family ka
— शिव🐦 (@ShivKum70206214) December 27, 2018
इस फ़िल्म के जरिए कांग्रेस की ऐसी की तेसी होने वाली है
Good जॉब सर् @AnupamPKher— sanju_sharma (@sanjusharma929) December 27, 2018
full dhamaka movie.. #AnupamKher sir you nailed the role… #AkshayaKhana looks very interesting.. #TheAccidentalPrimeMinister #TAPM looks completely poll kholl movie… ha ha ha.. #RahulGandhi looks like #Pappu… once a pappu.. always a pappu… ha a h.. Masalla movie
— Bijender Singh (@ThisIsBijender) December 27, 2018
Ladies and Gentlemen!! Presenting the trailer of our highly anticipated film #TheAccidentalPrimeMinister. 🙏👇
The Accidental Prime Minister | Official Trailer | Releasing January 11 … https://t.co/TUu4AsTgHM— Anupam Kher (@AnupamPKher) December 27, 2018
Mahabharat mein do families thi….. India mein ek hi hai#TheAccidentalPrimeMinister pic.twitter.com/Nufoty3Eeg
— राकेश गुप्ता (@rakeysh70) December 27, 2018
ट्रेलर में आपने राहुल को पोगो देखते हुए दिखाना नहीं भूले 🤣🤣🤣#TheAccidentalPrimeMinister pic.twitter.com/LZFLQzESkU
— राकेश गुप्ता (@rakeysh70) December 27, 2018