Categories: ମନୋରଂଜନ

ଜିମ୍‌ ଆଉଟ୍‌ଫିଟ୍‌ରେ ନଜର ଆସିଲେ ଏହି ବଲିଉଡ୍‌ ତାରକାଙ୍କ ପତ୍ନୀ, ଥରେ ଦେଖିଲେ ଆଖି ଲାଖିଯିବ

ବଲିଉଡ୍‌ର କଳାକାରମାନେ ନିଜ ଫିଟ୍‌ନେସ୍‌ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି। ଖାଦ୍ୟ ସହ ବ୍ୟାୟାମ ଉପରେ ମଧ୍ୟ ସେମାନେ ସମାନ ଗୁରୁତ୍ୱ ଦେଇଥାନ୍ତି। ତେବେ କେବଳ ବି-ଟାଉନ୍‌ର ଆକ୍ଟର ନୁହେଁ ସେମାନଙ୍କ ପତ୍ନୀମାନେ ମଧ୍ୟ ନିଜ ସ୍ୱାସ୍ଥ୍ୟକୁ ନେଇ ବେଶ୍‌ ଯତ୍ନବାନ୍‌ ରହିଥାନ୍ତି। ଠିକ୍‌ ଟାଇମ୍‌ରେ ଖାଦ୍ୟ ଗ୍ରହଣ କରିବା ସହ ଏହି ପତ୍ନୀମାନେ ଜିମ୍‌ ଉପରେ ମଧ୍ୟରେ ଧ୍ୟାନ ଦେଇଥାନ୍ତି। ସ୍ଲିମ୍‌ ଫିଗର ସେମାନଙ୍କୁ ଏକ ଚାର୍ମିଂ ଲୁକ୍‌ ଦେଇଥାଏ। ଆସନ୍ତୁ ଜାଣିବା ସେହିଭଳି କେତେ ଜଣ ସେକ୍ସି ପତ୍ନୀଙ୍କୁ ଯେଉଁମାନଙ୍କୁ ଜିମ୍‌ ବାହାରେ ଦେଖିବାକୁ ମିଳିଛି…

ମୀରା ରାଜପୁତ୍‌:

ବି-ଟାଉନ୍‌ର ଆଗଧାଡ଼ି ଅଭିନେତା ଶାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ୍‌ଙ୍କୁ କିଏ ବା ନ ଜାଣେ। ପ୍ରାୟତଃ ଶାହିଦଙ୍କ ସହ ସେ ନଜର ଆସିଥାନ୍ତି। ଦୁଇଟି ଛୁଆର ମା’ ହୋଇସାରିଥିଲେ ମଧ୍ୟ ମୀରା ଏବେ ବି ଫିଟ୍‌ ଅଛନ୍ତି। ତାଙ୍କୁ ଦେଖିଲେ କେହି ବି ବିଶ୍ୱାସ କରିପାରିବନି ଯେ ସେ ଏବେ ମା’ ହୋଇସାରିଲେଣି। ନିକଟରେ ମୀରାଙ୍କୁ ଜିମ୍‌ରୁ ବାହାରୁଥିବା ଦେଖିବାକୁ ମିଳିଥିଲା। ଜିମ୍‌ ଆଉଟ୍‌ଫିଟ୍‌ରେ ସେ ଷ୍ଟନିଂ ଲୁକ୍‌ ଦେଉଥିଲେ।

ସୀମା ଖାନ୍‌:

 

ଅଭିନେତା ସୋହେଲ ଖାନ୍‌ଙ୍କ ପତ୍ନୀ ସୀମା ଖାନ୍‌ ମଧ୍ୟ ବିବାହର ଅନେକ ବର୍ଷ ପରେ ଏବେ ବି ନିଜକୁ ଫିଟ୍‌ ରଖିଛନ୍ତି। ସୀମା ପ୍ରତିଦିନ ଜିମ୍‌ ଯାଇଥାନ୍ତି। ସୀମାଙ୍କୁ ନିକଟରେ ବ୍ଲାକ୍‌ କଲରର ଟ୍ରାକ୍‌ ଟପ୍‌ ସହ ବ୍ଲୁ ସ୍କିନ୍‌ଫିଟିଂ ଜେଗିନ୍ସରେ ଦେଖିବାକୁ ମିଳିଥିଲା। ସେ ଏହି ଆଉଟ୍‌ଫିଟ୍‌ରେ ଜିମ୍‌ରୁ ବାହାରୁଥିଲେ। ତେବେ ସୀମାଙ୍କ ଫିଟ୍‌ନେସ୍‌ ଦେଖିଲେ ସେ ନିଜ ଶରୀରକୁ ନେଇ କେତେ ଯତ୍ନଶୀଳ ତାହା ସ୍ପଷ୍ଟ ଜଣାପଡ଼ୁଛି।

ଏହାସହ ପଢ଼ନ୍ତୁ: ପ୍ରତିବର୍ଷ ଶାହାରୁଖ୍‌ଙ୍କ ପାଇଁ ଚନ୍ଦ୍ରରେ ଜାଗା କିଣୁଛନ୍ତି ଏହି ଅଷ୍ଟ୍ରେଲିଆନ୍‌ ଫ୍ୟାନ୍‌

ଜେନେଲିଆ ଡିସୁଜା:

ହିନ୍ଦୀ ଫିଲ୍ମ ଦୁନିଆର ଜଣାଶୁଣା ଅଭିନେତା ରିତେଶ ଦେଶମୁଖଙ୍କ ପତ୍ନୀ ଜେନେଲିଆ ଡିସୁଜା ବିବାହ ପରେ ଫିଲ୍ମ ଦୁନିଆରୁ ନିଜକୁ ଦୂରେଇ ରଖିଛନ୍ତି। ଲାଇମ୍‌ ଲାଇଟ୍‌ରୁ ଦୂରରେ ଥିଲେ ମଧ୍ୟ ଜେନେଲିଆ ଏବେ ବି ନିଜ ଫିଟ୍‌ନେସ୍‌କୁ ସେତିକି ଗୁରୁତ୍ୱ ଦେଉଛନ୍ତି ଯେତେକି ସେ ଅଭିନୟ କରିବା ବେଳେ ଦେଉଥିଲେ। ଜିମ୍‌ରୁ ବାହାରୁଥିବା ଜେନେଲିଆଙ୍କୁ ବ୍ଲାକ୍‌ ଟି ସାର୍ଟ ଓ ଜେଗିନ୍ସରେ ଦେଖିବାକୁ ମିଳିଥିଲା। ବିନା ମେକ୍‌ଅପ୍‌ରେ ମଧ୍ୟ ଜେନେଲିଆ ଖୁବ୍‌ ସୁନ୍ଦର ଲାଗୁଥିଲେ।

WCW 11

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago