ମନୋରଂଜନ

ବାୟୋପିକ୍‌ ମାଗଣା ନୁହେଁ : ଧୋନିଙ୍କ ଠାରୁ ସଞ୍ଜୟ ଦତ୍ତଙ୍କ ପର୍ଯ୍ୟନ୍ତ ନିଜ ବାୟୋପିକ୍ ପାଇଁ ନେଇଛନ୍ତି ମୋଟା ଅଙ୍କର ଟଙ୍କା, ଜାଣନ୍ତୁ କିଏ ନେଇଛନ୍ତି କେତେ

ନିଜ ନିଜ ଫିଲ୍ମକୁ ହିଟ୍ କରିବା ପାଇଁ ଏବେ ଫିଲ୍ମ ନିର୍ମାତାମାନେ ବାୟୋପିକ୍ ତିଆରି କରିବା ଆରମ୍ଭ କରିଛନ୍ତି। ବଲିଉଡରେ ମଧ୍ୟ ବହୁ ବଡ଼ ବଡ଼ ହସ୍ତୀଙ୍କର ବାୟୋପିକ୍ ତିଆରି କରାଯାଇଛି। ଏଥିରେ କ୍ରିକେଟର ଧୋନି, ଧାବକ ମିଲଖା ସିଂହ, ବଲିଉଡ ଷ୍ଟାର ସଞ୍ଜୟ ଦତ୍ତ, ମେରି କମ୍ ପ୍ରମୁଖ ଅଛନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଯେଉଁ ସେଲିବ୍ରିଟିଙ୍କ ଉପରେ ବାୟୋପିକ୍ ନିର୍ମାଣ ହୁଏ ସେମାନଙ୍କୁ କେତେ ଟଙ୍କା ମିଳେ? ଆସନ୍ତୁ ଜାଣିବା କେଉଁ ସେଲିବ୍ରିଟି କେତେ ଟଙ୍କା ନେଇଛନ୍ତି…

ଏମ୍ ଏସ୍ ଧୋନି: ଦ ଅନଟୋଲଡ୍ ଷ୍ଟୋରି:

‘ଏମ୍ ଏସ୍ ଧୋନି: ଦ ଅନଟୋଲଡ୍ ଷ୍ଟୋରି’ ଫିଲ୍ମ ଇଣ୍ଡିଆନ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଜୀବନୀ ଉପରେ ଆଧାରିତ। ଏଥିରେ ସୁଶାନ୍ତ ସିଂହ ରାଜପୁତ ଅଭିନୟ କରିଥିଲେ। ଏଥିପାଇଁ ଧୋନିଙ୍କୁ ପ୍ରାୟ ୪୫ କୋଟି ଟଙ୍କା ଦିଆଯାଇଥିଲା।

ସଞ୍ଜୁ:

ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ଏହି ବାୟୋପିକରେ ରଣବୀର ସିଂହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏଥିପାଇଁ ସଞ୍ଜୁ ବାବାଙ୍କୁ ୯-୧୦ କୋଟି ଟଙ୍କା ଦିଆଯାଇଥିଲା। ଏଥିସହ ଫିଲ୍ମର ଲାଭର କିଛି ଅଂଶ ମଧ୍ୟ ତାଙ୍କୁ ଦିଆଯାଇଥିଲା।

ମେରି କମ୍:

ବକ୍ସର ମେରି କମ୍ ଙ୍କ ଜୀବନୀ ଉପରେ ‘ମେରି କମ୍’ ଫିଲ୍ମ ତିଆରି ହୋଇଥିଲା। ଏଥିରେ ଲିଡ୍ ରୋଲରେ ପ୍ରିୟଙ୍କା ଚୋପ୍ରା ଅଭିନୟ କରିଥିଲେ। ଏହି ଫିଲ୍ମ ପାଇଁ ମେରି କମ୍ ୨୫ ଲକ୍ଷ ଟଙ୍କା ନେଇଥିଲେ।

ଧାବକ ମିଲଖା ସିଂହ:

ବଲିଉଡର ମାଇଲଷ୍ଟୋନ୍ ବାୟୋପିକ୍ ମଧ୍ୟରେ ‘ଭାଗ୍ ମିଲଖା ଭାଗ୍’ ପ୍ରମୁଖ। ଏଥିରେ ଫରହାନ୍ ଅଖତର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଥିପାଇଁ ମିଲଖା ସିଂହ ମାତ୍ର ୧ ଟଙ୍କା ନେଇଥିଲେ।

WCW 11

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

7 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

9 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

9 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

10 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

10 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

12 hours ago