ପବ୍ଲିକ୍‌ ପ୍ଲେସ୍‌ରେ ପତିଙ୍କୁ କିସ୍‌ କଲେ ଏହି ଅଭିନେତ୍ରୀ, ଭାଇରାଲ ହେଲା ଭିଡିଓ

ରିଅଲିଟି ଟେଲିଭିଜନ ଷ୍ଟାର କିମ କର୍ଦାସିୟନ ନିଜର ବୋଲ୍ଡନେସ୍‌ ପାଇଁ ଖୁବ୍‌ ପରିଚିତ। କିଛି ଦିନ ହେବ ସୋସିଆଲ ମିଡିଆରେ ନିଜର ବୋଲ୍ଡ ଫଟୋ ସେୟାର କରିଥାନ୍ତି। କିମ ପବ୍ଲିକ୍‌ ପ୍ଲେସ୍‌ରେ ନିଜ ପତି କେନି େଓ୍ଵଷ୍ଟଙ୍କ ସହ କ୍ଲୋଜ୍‌ ଥିବାର ଦେଖିବାକୁ ମିଳୁଛି। ପତିଙ୍କ ସହ ସେ ଲିପ୍ଟରେ କ୍ଲୋଜ୍‌ ଥିବାର ଦେଖିବାକୁ ମିଳିଛି, ଯାହାର ଭିଡିଓ କ୍ୟାମେରାରେ କଏଦ୍‌ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

Kanye 😂😂

A post shared by Hit Up Ange Australia (@hitupangeaus) on


ସୂଚନା ମୁତାବକ ଏହି ଦୁଇ ଜଣ ସପିଂଗ ମଲ୍‌ରେ ପହଞ୍ଚିଥିଲେ। ଏହି ସମୟରେ ପତିଙ୍କ ସହ କିମ ଖୁବ୍‌ ସପିଂଗ କରିବା ସହ ଦୁଇଜଣ ଭରପୁର ମଜା ମଧ୍ୟ କରିଥିଲେ। ଏହି ସଭୟରେ ଉଭୟ ଏକ ଟ୍ରାସପରେଣ୍ଟ ଲିପ୍ଟରେ ସପିଂଗ ମଲ୍‌ର ଉପର ମହଲଶରୁ ତଳକୁ ଆସୁଥିଲେ। ଏହି ସମୟରେ ଦୁଇଜଣ କିସ୍‌ କରୁଥିବାର ଭିଡିଓ ସିସି କ୍ୟାମେରାରେ କଏଦ୍‌ ହୋଇଛି, ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।