ଫ୍ରାଇଡେ ରିଲିଜ୍‌ରେ ଆଜି “ଲଭୟାତ୍ରୀ”

ମୁମ୍ବାଇ(କେନ୍ଯୁଜ୍) : ଫ୍ରାଇଡେ ରିଲିଜ୍‌ରେ ଆଜି ହଲ୍‌କୁ ଆସିଛି ଲଭରାତ୍ରୀ । ସଲମାନ ଖାନ୍‌ଙ୍କ ପ୍ରଯୋଜନାରେ ଏହି ଫିଲ୍ମ ନିର୍ମାଣ ହୋଇଛି । ଫିଲ୍ମର ଲିଡ୍‌ ରୋଲରେ ଅଛନ୍ତି ସଲମାନ ଖାନ୍‌ଙ୍କ ଭିଣେଇ ଆୟୁଷ ଶର୍ମା । ତାଙ୍କ ସହ ଲିଡ୍‌ ଲେଡି ଅଛନ୍ତି ଓ୍ଵାରିନା ହୁସେନ୍‌ । ଦୁଇ ଜଣ ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି ।

love ଏମାନଙ୍କ ସହ ରାମ କପୁର ଓ ରୋନିତ ରୟଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଅରବାଜ୍‌ ଖାନ୍‌ ଓ ସୋହେଲ ଖାନ୍‌ ଅତିଥି କଳାକାର ଭାବେ ନଜର ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.