Categories: ମନୋରଂଜନ

ରିଲିଜ୍ ହେଲା ଟୋଟାଲ ଧମାଲର ଧମାକେଦାର ଟ୍ରେଲର : ଏଥର ଟିମ୍ ସହ ନଜର ଆସିବେ ମାଧୁରୀ ଦିକ୍ଷୀତ୍

ମୁମ୍ବାଇ :  ରିଲିଜ ହୋଇଛି ଅପକମିଙ୍ଗ ଫିଲ୍ମ ଟୋଟାଲ ଧମାଲର ଟ୍ରେଲର। ଏଥିରେ ନଜର ଆସିଛନ୍ତି ଲିଡ୍ ରୋଲରେ ଥିବା ଅଜୟ ଦେବଗନ୍, ମାଧୁରୀ ଦିକ୍ଷୀତ, ଅନୀଲ କପୁର, ରିତେଶ ଦେଶମୁଖ, ଜାଭେଦ ଜାଫରୀ, ସଞ୍ଜୟ ମିଶ୍ରା, ଅର୍ସଦ ୱାରସୀ,ଇଶା ଗୁପ୍ତା ଓ ବୋମନ ଇରାନୀ। ୨୦୦୭ରେ ରିଲିଜ ହୋଇଥିବା

ଇନ୍ଦ୍ର କୁମାରଙ୍କ ସୁପରହିଟ୍ ଫିଲ୍ମ ସିରିଜ ଧମାଲ ଓ ଡବଲ ଧମାଲର ଥାର୍ଡ ପାର୍ଟ ହେଉଛି ଟୋଟାଲ ଧମାଲ। ଫିଲ୍ମରେ ଗେଷ୍ଟ ଆପିଏରାନ୍ସରେ ନଜର ଆସିବେ ଆମୀର ଖାନ୍ ଓ ସୋନାକ୍ଷୀ ସିହ୍ନା। ଫେବ୍ରୁଆରୀ ୨୨ରେ ବଡ ପରଦାକୁ ଆସିବ ଟୋଟାଲ ଧମାଲ।

ତେବେ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମର ପୋଷ୍ଟରକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ଟ୍ରେଲରଟି ମଧ୍ୟ ଚର୍ଚ୍ଚାରେ ରହିଛି। ତେବେ ଦୀର୍ଘ ଦିନ ପରେ ମାଧୁରୀ ଦିକ୍ଷୀତଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳୁଥିବାରୁ ଦର୍ଶନଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି।

KNews Bureau

Recent Posts

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

2 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

2 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

4 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

5 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

5 hours ago

ମ୍ୟାଟ୍ରିକ ପରୀକ୍ଷାରେ ରଖିଛନ୍ତି ୯୯ ପ୍ରତିଶତ, ହେଲେ ପଢ଼ି ପାରୁନାହାଁନ୍ତି ଗୋଟେ ବି ଅକ୍ଷର

ଏଇ ନିକଟରେ ପ୍ରକାଶ ପାଇଛି ମ୍ୟାଟ୍ରି ପରୀକ୍ଷା ଫଳ । ଏଥିରେ ଅନେକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ଖବର ରହିଛି…

6 hours ago