ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୋତେଲା ପୁଣି ଥରେ ନିଜ ପର୍ସନାଲ ଲାଇଫ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଉର୍ବଶୀ ଫିଲ୍ମଠୁ ଅଧିକ ନିଜ ଭେକେସନ୍ ଓ ହଟ୍ ଫଟୋସୁଟ୍କୁ ନେଇ ଫ୍ୟାନ୍ଙ୍କ ଭିତରେ ଲୋକପ୍ରିୟ। ତେବେ ବର୍ତ୍ତମାନ ଉର୍ବଶୀଙ୍କର କେତେକ ନୂଆ ଫଟୋ ଭାଇରାଲ ହେଉଛି। ଫଟୋରେ ସେ ଦୁବାଇର ଶେଖଙ୍କ ସହ ଛୁଟି କାଟୁଥିବା ଦେଖିବାକୁ ମିଳିଛି।
ରିପୋର୍ଟ ମୁତାବକ ଉର୍ବଶୀ ଏକ ଜୁଏଲାରୀ କମ୍ପାନୀର ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦୁବାଇ ଯାଇଛନ୍ତି। ସେଠାରେ ସେ ଶେଖ ଅମୀରଙ୍କ ପର୍ସନାଲ ଚିଡ଼ିଆଖାନା ଗସ୍ତ କରିଛନ୍ତି। ଏହି ସମୟରେ ସେ ଶେଖଙ୍କ ଜିରାଫ, ଚିତା ଓ ଘୋଡ଼ା ସହ ଫଟୋସୁଟ୍ କରିଛନ୍ତି।
ଏହି ସମୟରେ ସେ ପେଡିକିଓର ମଧ୍ୟ କରିଛନ୍ତି। ଯାହା ଫଟୋ ନିଜ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି ଉର୍ବଶୀ।
ଏ ଅବସରରେ ସେ ମରୁଭୂମିରେ ଓଟ ଉପରେ ବସି ବୁଲୁଥିବା ଦେଖିବାକୁ ମିଳିଛି। ଉର୍ବଶୀଙ୍କ ସବୁ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି।
ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…
ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…
ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…
କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…
ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍ ଜନସନ୍ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…
ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…