ପାକିସ୍ତାନୀ କ୍ରିକେଟର ନସିମ ଶାହଙ୍କ ଭିଡିଓ ସେୟାର କରି ଟ୍ରୋଲ ହେଲେ ଉର୍ବଶୀ ରୌତେଲା, ଫ୍ୟାନ୍ସ କହିଲେ ଚାଲିଛି ‘ଟ୍ରାଏଙ୍ଗଲ ଲଭ୍’
ଉର୍ବଶୀ ରୌତେଲା ଫିଲ୍ମ ନୁହେଁ ନିଜର ରିଲେସନସିପକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି। ଉର୍ବଶୀଙ୍କ ନାମ ସବୁବେଳେ ଭାରତୀୟ କ୍ରିକେଟ ଟିମର ଖେଳାଳି ରିଷଭ ପନ୍ତଙ୍କ ସହିତ ଯୋଡା ହୁଏ। ହେଲେ ଏବେ ଦୁହିଁଙ୍କ ମଧ୍ୟରେ ଥିବା ଲୁଚାଛପା ଝଗଡା ସମସ୍ତଙ୍କ ସାମ୍ନାକୁ ଆସିଛି। ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ହେଲେ ଉର୍ବଶୀ ଏବେ ରିଷଭଙ୍କୁ ଛାଡି ଆଉ କାହାକୁ ହୃଦୟ ଦେଇ ବସିଛନ୍ତି। ଯାହାକୁ ନେଇ ଟ୍ରୋଲିଂର ଶିକାର ହୋଇଛନ୍ତି।
ଉର୍ବଶୀ ଯେତେବେଳେ ବି ମ୍ୟାଚ୍ ଦେଖି ଆସନ୍ତି, ସେତେବେଳେ ଟ୍ରୋଲର ଶିକାର ହୁଅନ୍ତି। ଏବେ ଉର୍ବଶୀ ପାକିସ୍ତାନୀ କ୍ରିକେଟ ନସିମ ଶାହଙ୍କୁ ହୃଦୟ ଦେଇ ବସିଛନ୍ତି ବୋଲି ଫ୍ୟାନ୍ସ କହୁଛନ୍ତି। ଉର୍ବଶୀ ଇନଷ୍ଟାରେ ଏକ ଷ୍ଟୋରୀ ସେୟାର କରିଛନ୍ତି। ଯେଉଁଥିରେ ସେ ପାକିସ୍ତାନୀ କ୍ରିକେଟର ନସିମ ଶାହଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଆଉ ଏହି ଭିଡିଓ ଦେଖି ଭାରତୀୟ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଯାଇଛି। ଏହାକୁ ନେଇ ଫ୍ୟାନ୍ସ ଟ୍ରୋଲ କରୁଛନ୍ତି। ଏହାକୁ ନେଇ ମିମ୍ସ ମଧ୍ୟ କରୁଛନ୍ତି।
ସୂଚନାଯୋଗ୍ୟ, ଭାରତୀୟ କ୍ରିକେଟର ରିଷଭ୍ ପନ୍ତ ଓ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ମଧ୍ୟରେ ବିବାଦ ବଢ଼ି ଚାଲିଛି। ନିକଟରେ ପନ୍ତ ନିଜ ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ଉର୍ବଶୀଙ୍କ ନାଁ ନ ନେଇ ତାଙ୍କ ପିଛା ଛାଡ଼ିବାକୁ ଅପିଲ କରିଥିଲେ। ପରେ ଉର୍ବଶୀ ମଧ୍ୟ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ୍ ସେୟାର କରିଥିଲେ । ଏଥିରେ ସେ ପନ୍ତଙ୍କ ନାମ ନ ନେଇ ତାଙ୍କୁ କଡ଼ା ଜବାବ୍ ଦେଇଥିଲେ।
ଦେଖନ୍ତୁ କିଛି ମିମ୍ସ :
Urvashi Rautela posted a video of herself and Naseem Shah on her Instagram story😂😂 pic.twitter.com/yH87gzEvH6
— Fatimah (@zkii25) September 6, 2022
Hath jorr k kehta hai dor rahy hmary larky se phly hi usky jawani may cramps parte hein..#NaseemShah #UrvashiRautela pic.twitter.com/31WhuEf6t8
— RoMeoo (@RomanRaza4) September 6, 2022
Yaaaar 😭🤣
Naseem Shah With Urvashi Rautella and Special Appearance 💀#UrvashiRautela #NaseemShah #RishabhPant pic.twitter.com/dLl9v9a88x— Farhan Zaheer Khawaja (@fzk_94) September 6, 2022
Whole story of Naseem Shah & Urvashi Rautela summed up😂#NaseemShah #UrvashiRautela #SexyTeamPak pic.twitter.com/UIf3AfhZwc
— The Comical Movement (@ComicalMovement) September 6, 2022