ସୁଟିଂ ସେଟରେ ଚେୟାର ଉପରେ ବସି ସିଗାରେଟ ପିଉଥିଲେ ଉର୍ବଶୀ ରୌତେଲା, କିନ୍ତୁ ହଠାତ ପଡିଗଲା ତାଙ୍କ ଉପରେ ଆଉ ତାପରେ କଣ ହେଲା ଦେଖନ୍ତୁ

ଉର୍ବଶୀ ରୌତେଲା ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି। ଲକଡାଉନ ସମୟରେ ତ ସେ ଅନେକ ଭିଡ଼ିଓ ଲଗାତର ସେୟାର କରୁଛନ୍ତି। କେବଳ ଏତିକି ନୁହେଁ ଉର୍ବଶୀ ରୌତେଲା ସମୟ ସମୟରେ ନିଜର ଫଟୋ ଏବଂ ଭିଡ଼ିଓକୁ ଇନଷ୍ଟାଗ୍ରାମରେ ମଧ୍ୟ ପୋଷ୍ଟ କରନ୍ତି।

କିନ୍ତୁ ଅଭିନେତ୍ରୀ ଜଣଙ୍କ ନିକଟରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ସିଗାରେଟ ପିଉଥିବ ନଜର ଆସୁଛନ୍ତି। ଏକ ମ୍ୟୁଜିକ ଭିଡ଼ିଓ ସୁଟିଂରେ ତାଙ୍କୁ ସିଗାରେଟ ପିଇବାର ଥିଲା। କିନ୍ତୁ ସୁଟିଂ ସେଟରେ ତାଙ୍କ ସହିତ କିଛି ଏମିତି ହୋଇଗଲା ଯାହାକୁ ନେଇ ହଲ୍ଲା ମଚିଗଲା।


ଏହି ଭିଡ଼ିଓରେ ଆପଣ ଦେଖିପାରୁଥିବେ ସେ ସିଗାରେଟ ପିଇବାକୁ ବହୁତ ଚେଷ୍ଟା କରୁଛନ୍ତି କିନ୍ତୁ ଏହା ତାଙ୍କ ପାଇଁ ବହୁତ ମୁସ୍କିଲ ହେଉଛି। ଏହି ସମୟରେ ସିଗାରେଟ ତାଙ୍କ ଉପରେ ହିଁ ପଡିଯାଉଛି। ତାପରେ ସୁଟିଂ ସେଟରେ ପୁରା ବୋବାଲ ମଚିଗଲା। ଟିସିରିଜର ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ପ୍ରାୟ ୧୧ କୋଟିରୁ ଅଧିକ ଲୋକ ଦେଖିସାରିଲେଣି।

Leave A Reply

Your email address will not be published.