ମନୋରଂଜନ

ବିଦ୍ୟା ବାଲାନଙ୍କ ଫିଲ୍ମ ‘ଶକୁନ୍ତଳା ଦେବୀ’କୁ ମିଳିଲା ରିଲିଜ ଡେଟ, ଏହିଦିନ OTT ପ୍ଲାଟଫର୍ମରେ ହେବ ରିଲିଜ

ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଫିଲ୍ମ ‘ଶକୁନ୍ତଳା ଦେବୀ’ର ରିଲିଜ୍ ତାରିଖ ପ୍ରକାଶ ପାଇଛି । 31 ଜୁଲାଇରେ ଏହି ଫିଲ୍ମର ଡିଜିଟାଲ୍ ପ୍ରିମିୟର୍ ହେବ । ଫିଲ୍ମର ଲାଇଭ୍ ଷ୍ଟ୍ରିମିଂ ଆମାଜନ ପ୍ରାଇମ ଭିଡିଓରେ ରହିବ । ବିଦ୍ୟା ବାଲାନଙ୍କ ଏକ ମଜାଳିଆ ଭିଡିଓ ମାଧ୍ୟମରେ ଷ୍ଟ୍ରିମର ଗୁରୁବାର ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛି ।

ସାରା ଦେଶରେ କରୋନା ଯୋଗୁଁ ହୋଇଥିବା ଲକଡାଉନ୍, ମନୋରଞ୍ଜନ ବ୍ୟବସାୟକୁ ବହୁ ପରିମାଣରେ ବଦଳାଇ ଦେଇଛି । ଏଭଳି ପରିସ୍ଥିତିରେ ପ୍ରେକ୍ଷାଳୟଗୁଡିକ ଖୋଲିବା ଏବଂ ଲୋକମାନେ ସେଠାକୁ ଯିବା ନିଶ୍ଚିତ ନୁହେଁ ସେଥିପାଇଁ ବଡ ବଡ ତାରକାମାନେ ମଧ୍ୟ OTT ପ୍ଲାଟଫର୍ମରେ ସେମାନଙ୍କର ଚଳଚ୍ଚିତ୍ର ରିଲିଜ୍ କରୁଥିବା ଦେଖାଯାଉଛି ।

ନିକଟରେ ଅମିତାଭ ବଚ୍ଚନ ଏବଂ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଗୁଲାବୋ ସୀତାବୋ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଥିଲା । ଏବେ ବିଦ୍ୟା ବାଲାନ ଙ୍କ ନୂଆ ଚଳଚ୍ଚିତ୍ର ‘ଶକୁନ୍ତଳା ଦେବୀ’ ମଧ୍ୟ ଏହି ପ୍ଲାଟଫର୍ମରେ ରିଲିଜ୍ ପାଇଁ ପ୍ରସ୍ତୁତ ଅଛି ।

ଚଳଚ୍ଚିତ୍ର ‘ଶକୁନ୍ତଳା ଦେବୀ’ ହ୍ୟୁମ୍ୟାନ କମ୍ପ୍ୟୁଟର କୁହାଯାଉଥିବା ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଉପରେ ଆଧାରିତ ଯେଉଁଥିରେ ବିଦ୍ୟା ବାଲାନ ତାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ମେନନ୍ ଏବଂ ନୟନିକା ମହତାନୀ ଲେଖିଥିବାବେଳେ ସଂଳାପ ଇଶିତା ମୋହତ୍ରାଆ ଙ୍କ ଦ୍ୱାରା ଲେଖାଯାଇଛି ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

29 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

31 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

38 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

47 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

47 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago