ଏବେ ହ୍ଵାଟସ୍ ଆପରେ ବି ଲୋକଙ୍କୁ କରିପାରିବେ ଟ୍ୟାଗ୍, ଖୁବଶୀଘ୍ର ଆସୁଛି ନୂଆ ଫିଚର
ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟସ୍ ଆପ୍ ବର୍ତ୍ତମାନ ଏକ ଫିଚର ଉପରେ କାମ କରୁଛି, ଯାହାକୁ ଆପଣ ଦୀର୍ଘଦିନ ଧରି ଅପେକ୍ଷା କରିଥିଲେ । ଷ୍ଟାଟସ୍ ଫିଚର ପାଇଁ ହ୍ଵାଟସ୍ ଆପ୍ ଏକ ବଡ ଅପଡେଟ୍ ରିଲିଜ୍ କରିବାକୁ ଯାଉଛି, ଯାହା ପରେ କିଛି ଲୋକଙ୍କ ପାଇଁ ଏହି ଫିଚର ଏକ ସମସ୍ୟା ହୋଇଯିବ କିନ୍ତୁ ଅନ୍ୟମାନଙ୍କ ପାଇଁ ଏହା ବେଷ୍ଟ ହେବ ।
ହ୍ଵାଟସ୍ ଆପ୍ ଏକ ନୂଆ ଫିଚରକୁ ନେଇ ପରୀକ୍ଷା କରୁଛି। ଏହି ଫିଚର ଆସିବା ପରେ ଆପଣ ନିଜ ଷ୍ଟାଟସରେ…
Read More...