ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ ବିଧାୟକ ସୁରେନ୍ଦ୍ର ସିଂ ଭୋଇ
ବଲାଙ୍ଗିର (କେନ୍ୟୁଜ): ଶଙ୍ଖ ଫୁଙ୍କିଲେ ସୁରେନ୍ଦ୍ର। ଶଙ୍ଖ ଭବନରେ ପହଞ୍ଚି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ନିଜର ବହୁ ସଂଖ୍ୟାରେ ସମର୍ଥକଙ୍କ ସହ ଶଙ୍ଖ ଭବନରେ ପହଞ୍ଚି ଦଳରେ ସାମିଲ ହୋଇଛନ୍ତି ୩ ଥରର ବିଧାୟକ ସୁରେନ୍ଦ୍ର ସିଂ ଭୋଇ । ତାଙ୍କୁ ବଲାଙ୍ଗିର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ସୁରେନ୍ଦ୍ର ସିଂ ଭୋଇ ଜଣେ ତୃଣମୂଳ ସ୍ତରର ଟାଣୁଆ କଂଗ୍ରେସ ନେତା ।
ଗତକାଲି ସେ…
Read More...