ୟୁଟ୍ୟୁବରେ କେମିତି ଟଙ୍କା ମିଳେ, ଆପଣ ବି କରିପାରିବେ ରୋଜଗାର ଜାଣନ୍ତୁ କେତେ ଭ୍ୟୁଜରେ କେତେ ଟଙ୍କା ମିଳିବ
ଆଜିକାଲି ପିଲାମାନେ ବଡ ହେଇ ଆଉ ଡାକ୍ତର ଇଞ୍ଜିନିୟର ହେବେ କହୁନାହାଁନ୍ତି, କହୁଛନ୍ତି ବଡ ହେଇ ୟୁଟୁବ୍ୟର ହେବିି । ମୋଟା ମୋଟା ଟଙ୍କା କମାଇବି । କାରଣ ୟୁଟ୍ୟୁବରେ ଲୋକମାନେ ଭିଡିଓ ବନାଇ କୋଟି କୋଟି ଟଙ୍କା କମାଉଛନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣଙ୍କ ରୋଜଗାର ଏହା ଉପରେ ନିର୍ଭର କରୁଛି ଯେ ଆପଣ କେଉଁ ପ୍ରକାରର କଣ୍ଟେଣ୍ଟ ବନାଉଛନ୍ତି ।
କଣ୍ଟେଣ୍ଟ କ୍ରିଏଟର୍ସଙ୍କ ପାଇଁ ଟଙ୍କା ରୋଜଗାରର ସବୁଠୁ ବଡ ଜରିଆ…
Read More...