ଖୋଲା ଆକାଶ ତଳେ ୨ ଘଣ୍ଟା ରହିଲେ ପ୍ରଖର ହେବ ଦୃଷ୍ଟି ଶକ୍ତି, ଜାଣନ୍ତୁ AIIMSର ଷ୍ଟଡି
ବର୍ତ୍ତମାନର ପିଲାମାନେ ମୋବାଇଲରେ ଗେମ୍ ଖେଳି ସମୟ ବିତାଉଛନ୍ତି । ଘର ବାହାରେ ଖେଳ ଖେଳିବାକୁ ପିଲାମାନେ ଇଚ୍ଛା କରୁ ନାହାନ୍ତି । ଯେଉଁଥିପାଇଁ ସେମାନଙ୍କ ଶରୀରରେ ଅନେକ ପ୍ରକାରର ରୋଗ ହେଉଛି । ଏସି, କୁଲର୍ ଏବଂ ବନ୍ଦ ଘରେ ରହିବା ଯୋଗୁଁ ପିଲାମାନଙ୍କଠାରେ ଭିଟାମିନ୍ ଡି ର ବହୁତ ଅଭାବ ଦେଖାଯାଉଛି । ଏବେ ଦିଲ୍ଲୀର AIIMS ର ଏକ ରିପୋର୍ଟରୁ ଜଣାପଡିଛି ଯେ, ଯେଉଁ ପିଲାମାନେ ସୂର୍ଯ୍ୟକିରଣରେ ବାହାରକୁ ଯାଉ ନାହାଁନ୍ତି,…
Read More...