ଫିଲ୍ମ ‘ଥାଲାଇଭର୍ ୧୭୧’ ରୁ ରଜନୀକାନ୍ତଙ୍କ ପ୍ରଥମ ଲୁକ୍ ଆସିଲା ସାମ୍ନାକୁ, ସୁନା ହ୍ୟାଣ୍ଡକଫ୍ ପିନ୍ଧିଥିବାର ଆସିଲେ ନଜର
ସାଉଥ୍ ଫିଲ୍ମ ନିର୍ଦ୍ଦେଶକ ଲୋକେଶ କଙ୍ଗରାଜ ଥାଲାଇଭା ରଜନୀକାନ୍ତଙ୍କ ଫିଲ୍ମର ପ୍ରଥମ ଲୁକ୍ ସେୟାର କରିଥିଲେ ଏବଂ ତାଙ୍କ ଅପ୍କମିଂ ଫିଲ୍ମର ଏକ ଅପଡେଟ୍ ସେୟାର କରିଥିଲେ । ତେବେ ଫିଲ୍ମର ଟାଇଟଲ୍ ଏପର୍ଯ୍ୟନ୍ତ ସେୟାର କରାଯାଇନାହିଁ । କିନ୍ତୁ ଏହାର ୱାର୍କିଂ ଟାଇଟଲ୍ ‘ଥାଲାଇଭର୍ ୧୭୧’ ରଖାଯାଇଛି । ବର୍ତ୍ତମାନ ଏହାର ଏକ ନୂଆ ପୋଷ୍ଟରରେ ଅଭିନେତାଙ୍କୁ ଏକ ଷ୍ଟାଇଲିସ୍ ଲୁକ୍ରେ ଦେଖିବାକୁ ମିଳିଛି । ତେବେ ଏପ୍ରିଲ ୨୨ରେ…
Read More...