ଆସିଷ୍ଟାଣ୍ଟ ସର୍ଜନ ପଦବୀ ପାଇଁ ୨୫୫୩ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ
ମେଡିକାଲ ପ୍ରଫେସନାଲ୍ସ ପଦବୀରେ ବମ୍ପର ଭର୍ତ୍ତି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ । ଏଠାରେ ୨୫୫୩ ପଦବୀରେ ଭର୍ତ୍ତି ହେବ । ଆସିଷ୍ଟାଣ୍ଟ ସର୍ଜନ(ଜେନେରାଲ) ପଦବୀ ପାଇଁ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ । ତାମିଲନାଡୁ ମେଡିକାଲ ରିକ୍ରୁଟମେଣ୍ଟ ବୋର୍ଡରେ ଭର୍ତ୍ତି ହେଉଛି । ଏଥିପାଇଁ ଆପ୍ଲିକେସନ ଆଜିଠାରୁ ଆରମ୍ଭ ହେଉଛି ।
ଏଥିପାଇଁ ଆବେଦନ ଅନଲାଇନ ହେବ । ଏଥିପାଇଁ ଆପଣ mrb.tn.gov.in କୁ ଯାଇ…
Read More...