ଖାଦ୍ୟପେୟ

କେମିତି ପ୍ରସ୍ତୁତ କରିବେ ସ୍ୱାଦିଷ୍ଟ ମଖାନା ଖିରି

ବିଭିନ୍ନ ପ୍ରକାରର ଖିରି ବନେଇ ଥିବେ ଆଉ ଖାଇଥିବେ । ହେଲେ ମଖାନା ଖିରି ଅନ୍ୟତମ ଆଉ ବହୁତ ସ୍ୱାଦିଷ୍ଟ । ଏହି ଖିରି ବନେଇବା ବହୁତ ସହଜ ହୋଇଥାଏ । ମଖାନା ଖିରି ବହୁତ ସ୍ବାସ୍ଥ୍ୟକର ହୋଇଥାଏ । ଡାଏଟରେ ଥିବା ବ୍ୟକ୍ତି ମଧ୍ୟ ଖାଇ ପାରିବେ । ଆଜି ଠାରୁ ଶ୍ରାବଣ ମାସ ଆରମ୍ଭ ହୋଇଛି । ଏହି ମାସରେ ପ୍ରାୟତ ସମସ୍ତେ ବ୍ରତ ଓ ଉପବାସ କରିଥାନ୍ତି ।
ସେମାନେ ଏହି ମଖାନା ଖିରି ଭଗବାନ ଭୋଳାନାଥଙ୍କୁ ପ୍ରସାଦ ଭାବେ ଲଗାଇପାରିବେ ।

ମଖାନା ଖିରି ବନେଇବାର ଆବଶ୍ୟକ ସାମଗ୍ରୀ :

ଘିଅ – ୧ ବଡ ଚାମଚ
ମଖନା – ୧୦୦ ଗ୍ରା.ମ
କାଜୁ – ୫୦ ଗ୍ରା.ମ
ଗୁଜୁରାତି ଗୁଣ୍ଡ – ୧ ବଡ ଚାମଚ
ଖିର – ୫୦୦ ଗ୍ରା.ମ
ଚିନି -୧୦୦ ଗ୍ରା.ମ

ମଖାନା ଖିରି ପ୍ରସ୍ତୁତ କରିବରା ପ୍ରଣାଳୀ :

ମଖାନା ଖିରି ବନେଇବା ପାଇଁ  ପ୍ରଥମେ ମଖାନା ନିଅନ୍ତୁ । ଏହା ପରେ ଗ୍ୟାସ ଲଗାଇ କଢେଇରେ ଘିଅ ନିଅନ୍ତୁ । ଘିଅ ଗରମ ହେବା ପରେ ସେଥିରେ ମଖାନା ଓ କାଜୁ ପକାନ୍ତୁ, ଏହାକୁ ଭଲ ଭାବରେ ଭାଜନ୍ତୁ । ତାହା ପରେ ମଖାନା ଓ କାଜୁକୁ ଭଲ ଭାବେ ଥଣ୍ଡା ହେବାକୁ ଦିଅନ୍ତୁ । ଥଣ୍ଡା ହେବା ପରେ ଗ୍ରାଇଣ୍ଡରରେ ମଖାନା, କାଜୁ ଓ ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ମିକ୍ସ କରିଦିଅନ୍ତୁ ।

ଏହା ପରେ ଏକ ପାତ୍ର ନିଅନ୍ତୁ ସେଥିରେ ଖିରିକୁ ଭଲ ଭାବେ ଫୁଟାନ୍ତୁ, ଖିରି ଭଲ ଭାବେ ଫୁଟିବା ପରେ ସେଥିରେ ଚିନି ଓ ମଖାନା ପକାଇ ଦିଅନ୍ତୁ ଆଉ ଭଲ ଭାବେ ଫୁଟିବା ସହିତ ଗାଢା ହେବାକୁ ଦିଅନ୍ତୁ । ଯେବେ ଖିରି ଗାଢା ହୋଇଗଲେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମଖାନା ଖିରି ।

ମଖାନା ଖିରି ପ୍ରସ୍ତୁତ ହେବା ପରେ ଏହାକୁ ଭଗବାନ ଭୋଳାନାଥଙ୍କୁ ଭୋଗ ଲଗାଇ ପାରିବେ ।

KNews Bureau

Share
Published by
KNews Bureau

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

29 seconds ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

1 min ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

9 hours ago