କନ୍ୟୁଜ୍(ବ୍ୟୁରୋ): ଫୁଟବଲ ତାରକା ଡିଏଗୋ ମାରୋଡନାଙ୍କ ଦେହାନ୍ତ। ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ୬୦ ବର୍ଷ ହୋଇଥିଲା। ବିଶ୍ୱର କିମ୍ବଦନ୍ତି ଫୁଟବଲ ଖେଳାଳି। ତାଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଫୁଟବଳ ଶୀର୍ଷରେ ପହଞ୍ଚିଥିଲେ। ଦୁଇ ଥର ବିଶ୍ୱ ଚାମ୍ପିଅନ ହୋଇଥିଲା। ତାଙ୍କ ଖେଳ ଶୈଳୀ ବିଶ୍ୱ ଫୁଟବଲରେ ନିଆରା ଥିଲା। ଆଉ ତାଙ୍କୁ ଲୋକପ୍ରିୟ କରାଇଥିଲା।
Trending
- ବେଗୁନିଆ-ବୋଲଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ରଙ୍କ ପରଲୋକ
- ବର୍ଷିୟାନ ଅଭିନେତା ଶାନ୍ତି ସ୍ବରୂପ ମିଶ୍ରଙ୍କ ପରଲୋକ, ସମ୍ବଲପୁରର ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଖିବୁଜିଲେ
- ନେପାଳ ପ୍ରଧାନମନ୍ତ୍ରୀ ଓଲି ନିଜ ଦଳରୁ ବହିଷ୍କାର, କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୟ କମିଟି ବୈଠକରେ ହେଲା ବହିଷ୍କାର ନିଷ୍ପତ୍ତି
- ପୁଣି ଥରେ ଦେଶର ନମ୍ବର ୧ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ
- ସୁବର୍ଣ୍ଣପୁର: ଟାୟାର ବ୍ଲାଷ୍ଟ ହେବାପରେ ଚଳନ୍ତା ହାଇୱାରେ ଲାଗିଲା ନିଆଁ
- ମାଲକାନଗିରି SPଙ୍କ ନିକଟରେ ଆତ୍ମସମର୍ପଣ କଲା ହାର୍ଡକୋର ମହିଳା ମାଓବାଦୀ ଲାଛି ଖରା
- ୧୯୮୫ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇଏଏସ୍ ଉପେନ୍ଦ୍ର ପ୍ରସାଦ ସିଂ ହେଲେ କେନ୍ଦ୍ର ବୟନ ସଚିବ
- ସିଲ୍କ ସିଟି ବ୍ରହ୍ମପୁରରୁ ଜବତ ହେଲା ନକଲି ଗୁଟଖା
- ଗଜପତି: ଖେମୁଣ୍ଡି ଖୋଲ ବ୍ରିଜ୍ ନିକଟରେ ଡିଭାଇଡରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍
- ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହେଲେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ
Next Post