ରାଜ୍ୟରେ ଅସମ୍ଭାଳ ତାତି : ୪୩.୦୮ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ, ଭୁବନେଶ୍ୱର ୪୧.୪
ଭୁବନେଶ୍ୱର : ରାଜ୍ୟରେ ଅସମ୍ଭାଳ ତାତି । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଅସ୍ତବ୍ୟସ୍ତ ଜନଜୀବନ । ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଉତ୍ତରପଶ୍ଚିମ ଓ ପଶ୍ଚିମ ଦିଗରୁ ରାଜ୍ୟରୁ ଶୁଷ୍କ ବାୟୁ ପ୍ରବାହ ଓ ପ୍ରଖର ସୂର୍ଯ୍ୟକିରଣ ପାଇଁ ତାପମାତ୍ରା ବୃଦ୍ଧି ପାଇଛି।
ଆଗାମୀ ୩ଦିନ ଯାଏ ଏଥିରୁ ନିସ୍ତାର ନାହିଁ। ଆସନ୍ତା ୨ରୁ ୩ଦିନ ଯାଏ କିଛି ଜିଲ୍ଲାରେ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୫ଡିଗ୍ରୀ ଅଧିକ…
Read More...