୫୦୦ କୋଟି ବଜେଟର ଫିଲ୍ମ ପୁଷ୍ପା ୨ ରିଲିଜ୍ ପୂର୍ବରୁ କମାଇସାରିଲାଣି ୧୦୦୦ କୋଟି !
ପୂରା ଫିଲ୍ମ ଇଣ୍ଡଷ୍ଟ୍ରୀ ଏବେ ପୁଷ୍ପା ୨: ଦ ରୁଲକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସାଉଥ୍ ସିନେମା ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା ୨: ଦି ରୁଲ୍’ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ନିର୍ମାତାମାନେ ସୁପରଷ୍ଟାରଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଟିଜର ସମସ୍ତଙ୍କ ସହ ସେୟାର କରିଥିଲେ । ଟିଜରରେ ଅଲ୍ଲୁ ଅର୍ଜୁନଙ୍କ ଝଲକ ଦେଖିବା ପରେ ସମସ୍ତେ ନିଶ୍ଚିତ ହୋଇଥିଲେ ଯେ ଏହି ଚଳଚ୍ଚିତ୍ରଟି ବଡ଼ ହିଟ୍…
Read More...