ତାତିରେ ସନ୍ତୁଳି ହେଉଛନ୍ତି ରାଜଧାନୀବାସୀ, ସାଢେ ୧୧ଟା ବେଳକୁ ଭୁବନେଶ୍ୱରରେ ୪୦ ଡିଗ୍ରୀ ଟପିଲା
ଭୁବନେଶ୍ୱର (କେନ୍ୟୁଜ): ରଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗରମ ସାଙ୍ଗକୁ ଗୁଳୁଗୁଳି ରେ ଆଉଟୁ ପାଉଟୁ ହେଉଛି ସାରା ରାଜ୍ୟ । ଆଜି ବି ଜାରି ରହିଛି ତାତି । ଦିନ ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ପାର୍ କଲା ରାଜଧାନୀର ତାପମାତ୍ରା । ସେହିପରି ଚାନ୍ଦବାଲିରେ ୪୧ଡିଗ୍ରୀ , ବାଲେଶ୍ୱରରେ ୪୧ ଡିଗ୍ରୀ , ଝାରସୁଗୁଡାରେ ୪୦.୪ ଡିଗ୍ରୀ ଏବଂ ହୀରାକୁଦ ସହରର ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହାସହ କେନ୍ଦୁଝରର…
Read More...