Odisha News

ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି ଗଙ୍ଗାସାଗର ମେଳା

(କେନ୍ଯୁଜ୍): ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି ଗଙ୍ଗାସାଗର ମେଳା। ଏହି ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଲକ୍ଷ ଲକ୍ଷ ଭକ୍ତ ଗଙ୍ଗାସାଗରରେ ବୁଡ ପକାଇ କପିଳମୁନି ମନ୍ଦିରରେ ପୂଜା କରୁଛନ୍ତି । ଶ୍ରଦ୍ଧାଳୁ ମାନେ ମଧ୍ୟନାଗା ସାଧୁଙ୍କ ଦର୍ଶନ ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ହଜାର ହଜାର ଭକ୍ତଙ୍କ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥମାନେ ଆସିବା ଆରମ୍ଭ କରିଛନ୍ତି। ଏବେ ନାଗା ସନ୍ନ୍ୟାସୀଙ୍କ ଆଗମନକୁ କେନ୍ଦ୍ର କରି ବିଶେଷ ଉତ୍ସବ ଚାଲିଛି।

Loading...

Leave A Reply

Your email address will not be published.