Sabuthi Sabubele Hata Muthare Khabar

କନ୍ଧମାଳ ଫିରିଙ୍ଗିଆ ପୋଲିସ ହାତରେ ଧରାପଡ଼ିଲା ଗଞ୍ଜେଇ ଚୋରା ଚାଲାଣ ଗ୍ୟାଙ୍ଗ

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଫିରିଙ୍ଗିଆ ପୋଲିସ ହାତରେ ଧରାପଡ଼ିଲା ଗଞ୍ଜେଇ ଚୋରା ଚାଲାଣ ଗ୍ୟାଙ୍ଗ । ଏକ ବୋଲେରୋରେ ୭୦ କେଜି ଗଞ୍ଜେଇ ନେଇ ଯାଉଥିବା ବେଳେ କୋସୀନିପଦରଠାରେ ପାଲିସ ହାତରେ ଧରାପଡ଼ିଥିଲେ । ଗିରଫମାନେ ହେଲେ ରଞ୍ଜନ ବେହେରା, ବାସୁଦେବ ମହାପାତ୍ର, ନବ କିଶୋର ରଣା ଓ ଆଲୋକ ରାଉତ । ଏମାନେ ଗଞ୍ଜେଇ ନେଇ ଯାଉଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ଗାଡି ଛାଡି ପଳାଉଥିବା ବେଳେ ପୋଲିସ ଚାରି ଜଣଙ୍କୁ କାବୁ କରିଥିଲା । ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲଣ କରାଯାଇଛି । ଏହି ସବୁ ଗଞ୍ଜେଇ ଢେଙ୍କାନାଳ ନିଆଯାଉଥିବା ଜଣାପଡ଼ିଛି ।

Leave A Reply

Your email address will not be published.