IPL ବେଆଇନ ଷ୍ଟ୍ରିମିଂ ମାମଲାରେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ, ଏପ୍ରିଲ ୨୯ରେ ପଚରାଉଚରା
ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏଥର ଚର୍ଚ୍ଚା ନୁହେଁ, ବରଂ ତାଙ୍କର ସମସ୍ୟା ବଢ଼ିଛି । ବେଆଇନ IPL ମ୍ୟାଚ୍ ଷ୍ଟ୍ରିମିଂ ମାମଲାରେ ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି । ଏହି ମାମଲାରେ ତାଙ୍କୁ ମହାରାଷ୍ଟ୍ର ସାଇବର ଶାଖା ସମନ ପଠାଇଛି । ଅଭିନେତ୍ରୀଙ୍କୁ ଏପ୍ରିଲ ୨୯ରେ ପଚରାଉଚରା ପାଇଁ ଡକାଯାଇଛି । ଏଠାରେ ତାଙ୍କୁ ଏହି ମାମଲା…
Read More...