୧୨ ବର୍ଷରୁ କମ୍ ବୟସ ପିଲାଙ୍କୁ ବାପା ମା’ଙ୍କ ପାଖରେ ସିଟ୍ ଦିଅ, ସମସ୍ତ ଏୟାରଲାଇନ୍ସ କମ୍ପାନୀକୁ ନିର୍ଦ୍ଦେଶ ଦେଲା DGCA
୧୨ ବର୍ଷରୁ କମ୍ ବୟସ ପିଲାଙ୍କୁ ଉଡାଣ ସମୟରେ ନିଜ ବାପା ମା’ଙ୍କ ପାଖରେ ସିଟ୍ ଦେବାକୁ ସମସ୍ତ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି DGCA । ପିଲାଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । DGCA ଆଜି ଏକ ବୟାନ ଜାରି କରି କହିଛି ।
ଜାରି ହୋଇଥିବା ବୟାନ ମୁତାବକ, ସମସ୍ତ ଏୟାରଲାଇନ୍ସ ୧୨ ବର୍ଷରୁ କମ୍ ବୟସ ପିଲାକୁ ବାପା ମା/ ଅଭିଭାବକ ପାଖରେ ସିଟ୍ ଦିଆଯିବା ଉଚିତ । ଯେଉଁମାନେ ଗୋଟିଏ ପିଏନଆର ନଂ…
Read More...