ଫାଷ୍ଟ୍ ଟାଇମ୍ ଭୋଟ ଦେଉଥିବା ବ୍ୟକ୍ତି ଏହି ବିମାନରେ ଗଲେ ପାଇବେ ରିହାତି, ହଁ ଜଲଦି କରନ୍ତୁ ବୁକିଙ୍ଗ୍
ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ ସାଧାରଣ ନିର୍ବାଚନ। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏପ୍ରିଲ ୧୯ ତାରିଖ ଠାରୁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ନିର୍ବାଚନ ସମୟ ମଧ୍ୟରେ ଟାଟା ଗ୍ରୁପର ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଥିବା ଭୋଟରଙ୍କୁ ଉତ୍ସାହିତ କରିବାକୁ ଏକ ବଡ଼ ଘୋଷଣା କରିଛି । ଯାହାକୁ ଜାଣିଲା ପରେ ଆପଣ ଏକଦମ୍ ଖୁସି ହୋଇଯିବେ । ଏୟାରଲାଇନ୍ସ ଜଣାଇଛି ଯେ ଲୋକସଭା…
Read More...