କେନ୍ଦ୍ର ଗୃହମନ୍ତ୍ରୀଙ୍କ ପାଖରେ ନାହିଁ ନିଜସ୍ୱ କାର୍, ପାଖରେ ନଗଦ ୨୪ ହଜାର ଟଙ୍କା, ୧୫.୭୭ ଲକ୍ଷ ଟଙ୍କାର ଋଣ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗାନ୍ଧୀ ନଗରରେ ରୋଡ ଶୋ କରିବା ପରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗାନ୍ଧିନଗର ଲୋକସଭା ସିଟ୍ ବିଜେପି ସିଟ୍ । ଏହି ସିଟରେ ଲଗାତାର ବିଜେପି ବିଜୟ ହାସଲ କରୁଛି । ଏଠାରେ ତୃତୀୟ ପର୍ଯ୍ୟାୟରେ ମଇ ୭ ତାରିଖରେ ଭୋଟ ହେବ । ତେବେ ଏହି ସିଟ ପାଇଁ ଅମିତ ଶାହ ନାମାଙ୍କନ ପତ୍ର ଦାଖଲ କରିବା ପରେ ସତ୍ୟପାଠ ସାମ୍ନାକୁ ଆସିଛି ।
ସତ୍ୟପାଠ ମୁତାବକ, କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କର ନିଜର…
Read More...