ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗୀର ସହରରେ ପୁଣି ଗୋଷ୍ଠି ସଂଘର୍ଷ । ହତିଶାଲ ପଡାରେ ଗୋଷ୍ଠୀ ସଂଘର୍ଷ ଘଟି ୪ ଆହତ ହୋଇଛନ୍ତି । ଜଣେ ଗୁରୁତର ହୋଇଥିବାରୁ ତାଙ୍କୁ ବୁର୍ଲା ଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । ମୋବାଇଲ ଚୋରୀରୁ ଏହି ବିବାଦ ସୃଷ୍ଟି ହୋଇଥିବା ଜଣା ପଡ଼ିଛି । ବଲାଙ୍ଗୀର ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅୟତ୍ତ କରିବା ସହ ତଦନ୍ତ ଜାରି ରଖିଛି।
Trending
- ଟିଟିଲାଗଡ: ପାଣି ପାଇଁ ରାସ୍ତା ଅବରୋଧ କରି ମହିଳାଙ୍କ ପ୍ରତିବାଦ
- ବଲାଙ୍ଗିର ବାବେଜୁରୀ ଛକ ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ ଗୁରୁତର
- ଆଜିଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ
- ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ
- ଏବେ ବି ଜଳୁଛି ଶିମିଳିପାଳରେ, ୧୮ଟି ସ୍ଥାନରେ ଲାଗିଛି ନିଆଁ
- ଲିଙ୍ଗରାଜ ଷ୍ଟେସନ ନିକଟ ରେଳ ଧାରଣା ଉପରେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର
- ବଜରଙ୍ଗ ଦଳ ପକ୍ଷରୁ ଗୋ ହତ୍ୟା ଓ ଗୋ ଚାଲାଣ ରୋକିବାକୁ ଶାନ୍ତିପୂର୍ଣ୍ଣ ବିରୋଧ
- ବ୍ରହ୍ମପୁର ଝାଡ଼ାଙ୍କୁଲିରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ବାପା ମୃତ ଓ ପୁଅ ଗୁରୁତର
- ଆଜି ଅନ୍ତର୍ଜାତୀୟ ମହିଳା ଦିବସ
Next Post