ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ: ମତଦାନ କରିବେ ୧୬ କୋଟି ୬୩ ଲକ୍ଷ ଭୋଟର
କେନ୍ୟୁଜ୍: ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ । ୧୮ ତମ ଲୋକସଭା ପାଇଁ ଆଜି ମତଦାନ ଆରମ୍ଭ । ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନ ପାଇଁ ଆରମ୍ଭ ହେଲା ଭୋଟିଂ। ୧୬୨୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ୧ ଲକ୍ଷ ୮୭ ହଜାର ପୋଲିଂ ବୁଥରେ ମତଦାନ କରିବେ ୧୬ କୋଟି ୬୩ ଲକ୍ଷ ଭୋଟର । ଏଥିରେ ୩୫ ଲକ୍ଷ ୬୭ ହଜାର ମତଦାତା ପ୍ରଥମ ଥର ମତଦାନ କରିବାକୁ ପଞ୍ଜିକରଣ କରିବେ ।
୨୦ରୁ ୨୯ ବର୍ଷ ବୟସ ବର୍ଗରେ…
Read More...