Sabuthi Sabubele Hata Muthare Khabar

ଲଘୁଚାପର ରୂପ ନେଲା ଉତ୍ତର-ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ, ପ୍ରଭାବରେ ୯ରୁ ଓଡ଼ିଶା ଉପକୂଳରେ ବର୍ଷା ସମ୍ଭାବନା

୨, ୩ ଦିନ ମଧ୍ୟରେ ଘନୀଭୂତ ହୋଇ ଡିପ୍ରେସନ୍‌ର ରୂପ ନେଇପାରେ

ଭୁବନେଶ୍ବର: ଲଘୁଚାପର ରୂପ ନେଲା ଉତ୍ତର-ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ୨, ୩ ଦିନ ମଧ୍ୟରେ ଘନୀଭୂତ ହୋଇ ଡିପ୍ରେସନ୍‌ର ରୂପ ନେଇପାରେ । ଘନୀଭୂତ ପରେ ଲଘୁଚାପ ଉତ୍ତର,ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି। ପ୍ରଭାବରେ ୯ରୁ ଓଡ଼ିଶା ଉପକୂଳରେ ବର୍ଷା ସମ୍ଭାବନା ରହିଛି।

Leave A Reply

Your email address will not be published.